Odia News Portal
Yearly Archives

2023

କ୍ଵାଟରରୁ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତ ଶରୀର ରିଜର୍ଭ ଲାଇନ ପୋଲିସ କ୍ଵାଟରରୁ ଉଦ୍ଧାର ହୋଇଛି। ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁସାରେ ଗତକାଲି ସେମାନଙ୍କ ମଧ୍ୟରେ କୌଣସି କାରଣରୁ

ଗୋଦାବରୀ ଏକ୍ସପ୍ରେସ ଦୁର୍ଘଟଣା:୬ଟି ବଗି ଲାଇନଚ୍ୟୁତ

ତେଲେଙ୍ଗାନାର ବିବିନଗରରେ ବୁଧବାର ସକାଳେ ରେଳ ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଲେଙ୍ଗାନାର ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବିଶେଷଙ୍କର କିଛି କ୍ଷତି

ଏଲନ୍ ମସ୍କ ଘୋଷିତ କଲେ ନୂତନ ଟୁଇଟର୍ ‘ସିଇଓ’ !

ପରାଗ ଅଗ୍ରୱାଲ୍‌ଙ୍କ ଅପେକ୍ଷା ଯଥେଷ୍ଟ ଭଲ ବୋଲି କହି ଏଲନ୍ ମସ୍କ୍ ଆଜି ‘ଟୁଇଟର୍’ର ନୂଆ ‘ସିଇଓ’ଙ୍କ ପରିଚୟ କରାଇଛନ୍ତି। ମଜାର କଥା ହେଲା ‘ଟୁଇଟର୍’ର ନୂଆ ‘ସିଇଓ’ ମଣିଷ ନୁହେଁ, ଗୋଟାଏ କୁକୁର।ସେ ହେଉଛି ମସ୍କ୍‌ଙ୍କ ‘ସିବା ଇନୁ’ ପ୍ରଜାତିର ପୋଷା କୁକୁର ‘ଫ୍ଲୋକି’। ସୂଚନାଯୋଗ୍ୟ,

ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା

ରାଜ୍ୟ ରାଜଧାନୀରେ ବୁଲୁଛନ୍ତି ମହିଳା ଲୁଟେରା। ଧର୍ମାନୁଷ୍ଠାନକୁ ଯାଇ କରୁଛନ୍ତି ଲୁଟପାଟ। ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ୪ ଜଣ ମହିଳା ଲୁଟେରାଙ୍କ ପାଖରୁ ସୁନା ଚେନ ଜବତ କରିଛି ତମାଣ୍ଡୋ ଥାନା ପୋଲିସ । ପୋଲିସ ସୂଚନା ଅନୁସାରେ, ସୋମବାର ତମାଣ୍ଡୋ କ୍ରିକେଟ ଖେଳ

ଗୁରୁଡିଝାଟିଆ ଥାନାର କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲକୁ ଉଦଘାଟନ କରିବେ ସୁରେଶ ରାଇନା

୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗୁରୁଡିଝାଟିଆ ଥାନାର କପୁରସିଂ ନିକଟରେ ୩୦ ଏକର ଜାଗାରେ ନିର୍ମିତ ହୋଇଛି କ୍ରିକେଟ ଷ୍ଟାଡିୟମ ଓ ସ୍ପୋର୍ଟସ ସ୍କୁଲ । ଜାତୀୟ କ୍ରିକେଟ ଏକାଡେମୀ ଢାଞ୍ଚାରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇ ଉତ୍ତମ କ୍ରୀଡା ବ୍ୟକ୍ତିତ୍ୱ ସୃଷ୍ଟି କରି ଆନ୍ତର୍ଜାତୀୟ ସ୍ତରରେ

 ଯଦି ଥାଇରଡ୍ ଅଛି, ତେବେ ହୁଅନ୍ତୁ ସାବଧାନ୍

 ଥାଇରଡ ଏକ ମାରାତ୍ମକ ରୋଗ। ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ। ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ। ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ। ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ। ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍

ବିଶ୍ୱ ଅର୍ଥନୀତିରେ ଭାରତ ପଞ୍ଚମ

ବିଶ୍ୱ ଅର୍ଥନୀତିରେ ଭାରତ ପୁଣିଥରେ ୫ମ ସ୍ଥାନ ଦଖଲ କରିଛି। ଭାରତ ଫ୍ରାନ୍ସକୁ ହଟାଇ ଆଗକୁ ବଢିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଭାରତର ବଜାର ପୁଞ୍ଜି ୩.୧୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଯାହା ଫଳରେ ଫ୍ରାନ୍ସ ତଳକୁ ଖସି ଥିବା ବେଳେ ବ୍ରିଟେନ ପୂର୍ବପରି ସପ୍ତମ ସ୍ଥାନ ବଜାୟ ରଖିଛି।

ବଜେଟ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ

ବିଧାନସଭା ବଜେଟ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବୈଠକରେ ଆଲୋଚନା କରାଯିବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ଗୃହର

ବଢିବ ତାତି

ମାଡି ଆସୁଛି ଖରା। ଗତ ଦୁଇଦିନ ହେବ ସର୍ବାଧିକ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ। ଦୁଇଦିନ ହେଲା ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ସମତଳ ଏବଂ ପାହାଡିଆ ଅଞ୍ଚଳରେ ପାରଦ କମୁଥିଲା। ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଉଥ୍ ଷ୍ଟାର ୟଶ୍ ଓ ଋଷଭ

ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ