ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଛେଦ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ, ପୁଟିନଙ୍କୁ ବୁଝାଇପାରିବେ: ଜନ୍ କିର୍ବି
ୟୁକ୍ରେନ୍ ଯୁଦ୍ଧର ଅବସାନ ନିମନ୍ତେ ଯେକୌଣସି ପ୍ରଚେଷ୍ଟାକୁ ଆମେରିକା ପ୍ରଶଂସା କରିବ ବୋଲି ଶୁକ୍ରବାର ଦିନ ହ୍ବାଇଟ୍ ହାଉସ୍ର ମୁଖପାତ୍ର ଜନ୍ କିର୍ବି କହିଛନ୍ତି।ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରାଇବା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷେ ଅସମ୍ଭବ!-->…
