ହ୍ୱାଟସ୍ଅପ ଷ୍ଟାଟସ୍ ବଞ୍ଚାଇଲା ତୁର୍କୀ ଭୂକମ୍ପ ପୀଡିତଙ୍କ ଜୀବନ
ତୁର୍କୀରେ ଭୂକମ୍ପଜନିତ ମହାବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୧,୦୫୧ରେ ପହଞ୍ଚିଛି । ହଜାର ହଜାର ଭୂମିହୀନ ଲୋକ ଏବେ ବି ଭୋକ ଓ ଶୀତ ଭିତରେ ସେମାନଙ୍କ ସଂଘର୍ଷ ଜାରି ରଖିଛନ୍ତି। ୧୯୯୯ ମସିହାରେ ଉତ୍ତର-ପଶ୍ଚିମ ତୁର୍କୀରେ ଏହି ଧରଣର ଏକ ଭୂକମ୍ପ ଘଟି ୧୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା!-->…
