ସମ୍ବଲପୁରରେ ପଶ୍ଚିମ ଓଡିଶାର ପ୍ରଥମ କୃଷି ମେଳା ଉଦଘାଟିତ, ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
ସମ୍ବଲପୁର ପିଏଚଡି ପଡିଆରେ ଆରମ୍ଭ ହୋଇଛି ପଶ୍ଚିମ ଓଡିଶାର ପ୍ରଥମ କୃଷକ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାକୁ ଉଦଘାଟନ କରି ସମ୍ବୋଧନ କରିଛନ୍ତି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ!-->…
