Odia News Portal
Yearly Archives

2023

ହକି ବିଶ୍ବକପ: ଚିଲିକୁ ୩-୧ ଗୋଲରେ ହରାଇଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ ବିଜୟରୁ ହକି ବିଶ୍ୱକପ ୨୦୨୩ରେ ନିଜ ଅଭିଯାନ ଆରମ୍ଭ କରିଛି । ଶନିବାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍ ସି’ ମ୍ୟାଚରେ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଚିଲିକୁ ପରାସ୍ତ କରିଛି | ନ୍ୟୁଜିଲାଣ୍ଡ ପକ୍ଷରୁ ସାମ୍ ହିହା ଦୁଇଟି ଗୋଲ ସ୍କୋର କରିଥିଲେ। ମ୍ୟାଚର

ସମୁଦ୍ର ଭିତରେ ଭିତରେ ବିଶାଳକାୟ ଅଟାଳିକା

ସମୁଦ୍ର ଭିତରେ ଟାପୁ। ଟାପୁରେ ବିଶାଳ କାୟ ଅଟାଳିକା। ତାହା ପୁଣି ୧୮୬୫ ମସିହାରେ ନିର୍ମିତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ଯ ଲାଗିଲେ ବି କଥାଟି ସତ। ଏହାକୁ କିପରି କିଏ କେମିତି ନିର୍ମାଣ କରିଲେ, ଏବେ ଏହାର ଅବସ୍ଥା କଣ? ତେବେ ଏହି ଟାପୁର ନା ହୁକିଟୋଲା। ଏହା କେନ୍ଦ୍ରାପଡା ଜିଲ୍ଲାରେ

ମନୀଷ ସିସୋଦିଆଙ୍କ ଅଫିସରେ ସିବିଆଇ ଚଢ଼ାଉ

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ପୁଣି ଚଢ଼ଉ କରିଛି। ସିସୋଦିଆ ନିଜେ ଟ୍ୱିଟ୍ କରି ଏପରି ଦାବି କରିଛନ୍ତି । ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, “ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନଙ୍କୁ ସ୍ୱାଗତ ।” ସିସୋଦିଆ ଲେଖିଛନ୍ତି, “ସେମାନେ

ସଙ୍କଟରେ ଗଜରାଜ, ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ

ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଏକ କୋଡ଼ିଏ ବର୍ଷର ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ପାଖରେ ଥିବା ଆଖୁ କିଆରିକୁ ଆଖୁ ଖାଇବା ପାଇଁ ଆସିଥିବା ବେଳେ ଆଗରୁ ଆଖୁ କିଆରିରେ ବିଦ୍ୟୁତ ସଂଯୋଗ ରହିଥିବା ଯୋଗୁ ହାତୀର ମୃତ ହେଇଥିବା ସନ୍ଦେହ କରାଯାଉଛି ।

ନୀତିନ ଗଡକରୀଙ୍କୁ ଜୀବନରୁ ମାରିଦେବାକୁ ଧମକ

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ତାଙ୍କ ନିକଟକୁ ସକାଳୁ ୩ଟି ଧମକପୂର୍ଣ୍ଣ ଫୋନ କଲ୍‌ ଆସିସାରିଛି । ଧମକ ଦେଉଥିବା ଅଭିଯୁକ୍ତ ସକାଳ ୧୧.୩୦ ଏବଂ ୧୨ ଟା ସମୟରେ କଲ୍‌ କରିସାରିଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ ; ୬ ଗିରଫ

ସମ୍ବଲପୁର ଅବକାରୀ ବିଭାଗ ପୁଣି ଥରେ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଘଟଣାର ପର୍ଦ୍ଦାଫାଶ କରିଛି । ଆଜି ସମ୍ବଲପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଶାସନ ଟୋଲଗେଟ ଓ ରଂପେଲା ଠାରେ ପେଟ୍ରୋଲିଂ କରୁଥିବା ବେଳେ ମୋଟ ୩ ଗୋଟି ଗାଡିରୁ ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି ।

ଘନ କୁହୁଡି ଯୋଗୁ ମଝି ଚିଲିକାରେ ଫସିଲା ଡଙ୍ଗା

ଚିଲିକାରେ ଫସିଲା ଡଙ୍ଗା । ଘନ କୁହୁଡ଼ି ଯୋଗୁ ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସି ରହିଛି । ୨୦ରୁ ଅଧିକ ଡଙ୍ଗା ଫସି ରହିଥିବା ସୂଚନା ମିଳିଛି । କାଳୀଜାଈ ପୀଠରେ ମକର ମେଳା ଦେଖିବାକୁ ଯାଉଥିଲେ ଶ୍ରଦ୍ଧାଳୁ । ଏହି ସମୟରେ ଡଙ୍ଗା ଫସି ରହିଛି ।

ବିଜେଡିକୁ ଫେରିବେ ଦିଲ୍ଲୀପ

ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ପୁରୁଣା ଘର ବିଜେଡିକୁ ଫେରିବା ନେଇ ସମ୍ଭାବନା ଦେଖାଦେଉଛି । ତେବେ ରାଉରକେଲାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଯାଏଁ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଧରିଛି । ଦିଲ୍ଲୀପ ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବୋଲି ନୂଆବର୍ଷରେ ସୂଚନା ମିଳିବା

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ ଖାନ୍‌ । ତାଙ୍କ ପାଖରେ ରହିଛି ମୋଟ୍‌ ୭୭୦ ମିଲିୟନ୍‌ ଡଲାର ବା ୬ହଜାର ୨୫୯ କୋଟି ଟଙ୍କା ସମ୍ପତ୍ତି । ବିଶ୍ୱର ସବୁଠୁ ଧନୀ ଅଭିନେତା ତାଲିକାର ଶୀର୍ଷ ୧୦ ଜଣଙ୍କ ଭିତରେ କିଙ୍ଗ ଖାନ୍‌

ଧର୍ମଶାଳାରେ ଭୂକମ୍ପ ଝଟକା

ହିମାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳ ୫ଟା ୧୭ରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଧର୍ମଶାଳାରୁ ୨୨ କିଲୋମିଟର ପୂର୍ବରେ ଅନୁଭବ