Odia News Portal
Yearly Archives

2023

ଭାରତ ଯୋଡ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଯାଇଛି । ଚୌଧୁରୀ ଆଜି ସକାଳେ ଭାରତ ଯୋଡ ଯାତ୍ରାରେ ଭାଗ ନେଇଥିଲେ। ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଭିର୍କ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ

ରେଳ ଦୁର୍ନୀତି: ଲାଲୁଙ୍କ ବିରୋଧରେ ଚାଲିବ ମକଦ୍ଦମା, ସିବିଆଇକୁ କେନ୍ଦ୍ରର ଅନୁମତି

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ସିବିଆଇକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସ୍ବୀକୃତି ପତ୍ରକୁ ସିବିଆଇ ସିବିଆଇ ଶୁକ୍ରବାର ଏକ ସ୍ବତନ୍ତ୍ର

କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଅସ୍ପଷ୍ଟ

କୁଆଖାଇ ନଦୀ ପଠାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ବର ଥାନା ବରିମୁଣ୍ଡ ନିକଟ କୁଆଖାଇରୁ ମିଳିଲା ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହର ପରିଚୟ ମିଳିନି । ମଞ୍ଚେଶ୍ୱର ଥାନା ପୋଲିସ ଅଧିକ

ହକି ବିଶ୍ୱକପ : ଆଜି ଚାରୋଟି ମ୍ୟାଚ

ହକି ବିଶ୍ବକପର ଦ୍ବିତୀୟ ଦିନରେ ଆଜି ମଧ୍ୟ ଚାରିଟି ମ୍ୟାଚ ଖେଳାଯିବ। ଦିନ ଗୋଟାଏରେ ରାଉରକେଲା ବିର୍ସା ମୁଣ୍ଡାରେ ନ୍ୟୁଜିଲାଣ୍ଡ ଓ ଚିଲି ମଧ୍ୟରେ ଆଜିର ପ୍ରଥମ ମ୍ୟାଚ ଖେଳାଯିବ । ଅପରାହ୍ନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମୁହାଁମୁହିଁ ହେବେ । ସଂଧ୍ୟା ୫ଟାରେ ବେଲଜିୟମ ଓ ଦକ୍ଷିଣ

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ସଂକ୍ରାନ୍ତି ଶୁଭେଚ୍ଛା

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ଜୁଆଁଣି ସେବନ କରୁଥିଲେ ସାବଧାନ୍‌

ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ମହଜୁଦ୍‌ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଥାଏ। ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଖାସ୍ କରି ପେଟ ଦରଜ

ଫିଲ୍ମ ‘ପଠାନ୍‌’ର ଟ୍ରେଲର ରିଲିଜ୍‌

ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପଠାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଫିଲ୍ମ ରିଲିଜ ତାରିଖର କିଛି ଦିନ ପୂର୍ବରୁ ହିଁ ଏହାର ଦମ୍‌ଦାର ଟ୍ରେଲରକୁ ରିଲିଜ କରାଯାଇଛି। ନିର୍ମାତାମାନେ ଫିଲ୍ମର ନୂଆ ପୋଷ୍ଟର ସହିତ ଏହି ଘୋଷଣା

ବିଶ୍ୱର ସବୁଠୁ ଅଜବ ବିଲେଇ: ଯାହାର ମୂଲ୍ୟ ୮୦୦ କୋଟି ଟଙ୍କା

ଏବେ ସୋସିଆଲ ମିଡିଆରେ ଏମିତି ଖବର ସବୁ ଜାଣିବାକୁ ମିଳୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାଟା ସ୍ବଭାବିକ। ଆପଣମାନେ ତ ଟେଲର ସ୍ବିଫ୍ଟଙ୍କ ବିଷୟରେ ଜାଣିଥିବେ। ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ୍ ତାରକା ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଗ୍ରାମୀ ପୁରସ୍କାର ପାଇଥିବା

ରାଜଶ୍ରୀ ଆତ୍ମହତ୍ୟା କରିନାହାନ୍ତି! ହତ୍ୟା ଅଭିଯୋଗ ଆଣିଲେ କ୍ରିକେଟରଙ୍କ ପରିବାର ଲୋକେ

ମହିଳା କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ସହ ଓସିଏର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି । ଆଉ ଏଥିପାଇଁ ତାଙ୍କ ଭଉଣୀ

ଆସୁଛି ପଶ୍ଚିମା ଝଡ଼: ୧୭ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଆସୁଛି ପଶ୍ଚିମା ଝଡ଼ । ଆସନ୍ତା ୧୭ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।