Odia News Portal
Yearly Archives

2023

ଏପରି ମନ୍ଦିର ଯେଉଁଠାରେ ୪୮୦ ବର୍ଷ ଧରି ଜଳୁଛି ଅଖଣ୍ଡ ଜ୍ୟୋତି

ଭାରତର ମନ୍ଦିରଗୁଡ଼ିକରେ ପ୍ରତିଷ୍ଠିତ ଭଗବାନଙ୍କ ମହିମା ଅତୁଳନୀୟ। ଏହି ମନ୍ଦିରଗୁଡ଼ିକରେ ଆଜି ବି ଭଗବାନଙ୍କ ଲୀଳା ଏବଂ ଚମତ୍କାରୀତା ଦେଖିବାକୁ ମିଳେ। ଏହିପରି ଏକ ମଥୁରା ସ୍ଥିତ ବୃନ୍ଦାବନ ଧାମର ଠାକୁର ଜୀ ରାଧାରମଣ ଲାଲ ଜୁ ମନ୍ଦିର। ଯେଉଁଠାରେ ଭଗବାନଙ୍କର ଅନନ୍ୟ ଲୀଳା ପାଞ୍ଚ ଶତାବ୍ଦୀ

ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍ କଟକଣା ହଟାଇଲା ଚୀନ୍

ରବିବାର ଠାରୁ ଚୀନ୍ କରୋନା ମହାମାରୀ ସହ ଜଡିତ ବିଦେଶୀ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍ କଟକଣା ହଟାଇଛି। ଏବେ ଚୀନ୍ ଯାତ୍ରା କଲେ ବିଦେଶୀ ଯାତ୍ରୀଙ୍କୁ ଆଉ କ୍ୱାରେଣ୍ଟିନରେ ରହିବାକୁ ପଡିବ ନାହିଁ | ଚୀନ୍ ମଧ୍ୟ ନାଗରିକମାନଙ୍କୁ ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏବଂ ଭିସା ଦେବା ଆରମ୍ଭ

ଜମ୍ମୁ କାଶ୍ମୀରର ବାଲାକୋଟରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀରର ବାଲାକୋଟରେ ଚାଲିଥିବା ଏକ ଅପରେସନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ପୁଞ୍ଚ୍‌ ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍ଓସି)ର ବାଲାକୋଟ୍ ସେକ୍ଟରରେ ୧୯ ମାଡ୍ରାସ ୬୩୮ ପୋଷ୍ଟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା

ଅବକାରୀ ବିଭାଗକୁ ରାଷ୍ତ୍ରପତିଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର ପ୍ରଦାନ

ନୂଆ ଦିଲ୍ଲୀ ସ୍ଥିତ ବିଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ନୂଆ ଦିଲ୍ଲୀ ଠାରେ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ “ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର” ପ୍ରଦାନ କରିଛନ୍ତି୤ ଏହି ପୁରଷ୍କାରକୁ

୪ ର୍ଥ ଦିନରେ ତାଲାବନ୍ଦ ଆନ୍ଦୋଳନ, କୁମ୍ଭ କର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରାଗୁଡ଼ା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ଚାଲିଥିବା ତାଲାବନ୍ଦ ଆନ୍ଦୋଳନ ଶୁକ୍ରବାର ୪ର୍ଥ ଦିନରେ ପହଂଚିଛି । ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଠପ୍ ହୋଇ ପଡ଼ିଛି। ଆନ୍ଦୋଳନ କୁ ଚତୁର୍ଥ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି

୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମରେ ଅଭିଯୋଗ ଆସିଛି। ଆଜି ଅର୍ଥାତ୍ ଜାନୁଆରୀ ୬ରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ହାଜର ହେବା ପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ

ଗିନିଜ୍‌ ବିଶ୍ୱ ରେକର୍ଡ କଲେ ବ୍ୟକ୍ତି, ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍‌

ସାରା ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମୟ ସମୟରେ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରନ୍ତି ଏବଂ ଏଥିରେ ଅଦ୍ଭୁତ କାରନାମା କରି ଦେଖାନ୍ତି। ଆଉ ଏହାକୁ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରୁହେ ନାହିଁ। ଅନେକ ବାର କିଛି ଲୋକଙ୍କୁ ବିଶ୍ୱ ରେକର୍ଡ କରିବାର ମଧ୍ୟ

ଅର୍ଚ୍ଚନା ନାଗ୍‌ଙ୍କ ଘର ସିଲ୍‌ କରିବାକୁ ଅଣ୍ଟା ଭିଡ଼ିଛି ଇଡି

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିବାକୁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସେଥିପାଇଁ ଇଡିର ଅଧିକାରୀମାନେ ଗୁରୁବାର ଅମିନଙ୍କୁ ନେଇ ଅର୍ଚ୍ଚନାଙ୍କ ଘର ମାପଚୁପ କରିଥିଲେ । ଖୁବ୍‌ଶୀଘ୍ର

ବଢ଼ୁଛି ଶୀତ ପ୍ରକୋପ, ୧୪ ପର୍ଯ୍ୟନ୍ତ ରହିବ ଶୀତ ଲହର

ରାଜ୍ୟରେ ଗତ କିଛିଦିନ ଧରି ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବି ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳ ସମୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଟ୍ୱିନ୍ସିଟିରେ ଗମନାଗମନକୁ ପ୍ରଭାବିତ କରିଥିବା ସ୍ପଷ୍ଟ ବାରି ହେଉଛି । ଉଭୟ ସହରରେ ଦିନ

ସିନେ ଜଗତର ଆର୍ଟ ଡାରେକ୍ଟର ସୁନୀଲ ବାବୁଙ୍କ ପରଲୋକ

ଜଣାଶୁଣା ଆର୍ଟ ଡାଇରେକ୍ଟର ତଥା ପ୍ରଡକ୍ସନ୍ ଡିଜାଇନର୍ ସୁନୀଲ ବାବୁ । ୫ ଜାନୁୟାରୀ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୫୦ ବର୍ଷ ବୟସ ହୋଇଥିଲା। ସେ ମୁଖ୍ୟତଃ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ