Odia News Portal
Yearly Archives

2023

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା

ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ । ପଡିଲା ରକ୍ତର ଛିଟା । ପସରାଉଠା କର୍ମଚାରୀ ଏବଂ ଜଣେ ସେବାତଙ୍କ ମଧ୍ୟରେ ମାରପିଟ୍ । ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ ନୀତି । ଉଭୟଙ୍କୁ ନେଇ ସିଂହଦ୍ୱାର ପୋଲିସର ପଚରାଉଚରା ଜାରି ରହିଛି । ତେବେ ଏଭଳି କାଣ୍ଡ ପଛର କାରଣ

ଦାମିକିଆ ମାଛ, ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦାମିକିଆ ମାଛ । ଦୁଇ କ୍ବିଣ୍ଟାଲ ମାଛର ଦାମ୍ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨ କ୍ବିଣ୍ଟାଲ ରହିଛି । ଏହି ମାଛକୁ ଦୀଘା ମାଛ ମାର୍କେଟରେ ବିକ୍ରି କରିବେ

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ

ଯୁବ କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଏପରିକି କର୍ମୀ ଆଣିଥିବା ବ୍ୟାନର ମଧ୍ୟ ଖୋଲିବାକୁ ସୁଯୋଗ ଦେଇନଥିଲା । ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖାଯାଇନଥିଲା । ବିଶେଷ କରି

ପୋଲିସ୍‌କୁ ବି ଛାଡ଼ିଲେନି ଲୁଟେରା: CRPF ପୂର୍ବତନ ଡିଜିଙ୍କ ଘରୁ ଚୋରି

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍‌ମେଟ୍‌ ଦେବାକୁ ପୋଲିସ୍‌ ବିଫଳ। ଏଭଳି ସ୍ଥିତିରେ ଖାଲି ରାଜଧାନୀବାସୀ

ଟାଙ୍ଗିର ଛେନା କାକରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ସୁଆଦିଆ ଆଉ ଗରମ ଓ ନରମ...ପାଟିକୁ ଯେତେ ମିଠା, କୁଡ଼ମୁଡ଼ ମଧ୍ୟ...ଗରମରେ ଖାଇଲେ ଯେମିତି, ଥଣ୍ଡା ହେଲେ ମଜା ଅଲଗା...ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ କାକରା...ହଁ ଆମ କାକରା । ସୁଜି କିମ୍ବା ନଡ଼ିଆ ପୁର ଦେଇ ପ୍ରସ୍ତୁତ ହୋଇଥାଏ, ହେଲେ ୟେ କାକରା ଟିକିଏ ନିଆରା । କାରଣ

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ

ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି

ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ୱିଣ୍ଟର ସିଡ୍ୟୁଲ ଆରମ୍ଭ ହେବା ପରେ ଆସନ୍ତା ନଭେମ୍ବରରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଘରୋଇ ଇଣ୍ଡିଗୋ ବିମାନ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ାଣ କରିବ ବୋଲି ଘୋଷଣା କରିଛି। ନଭେମ୍ବର ୫ରୁ କୋଲକାତାକୁ ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ସେଥିପାଇଁ ଗୁରୁବାରଠାରୁ

ଯୌତୁକ ପାଇଁ ଜୁଇରେ ଜଳିଲା ନବବଧୂକୁ ଜୀବନ

ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି ।

ପୁରୀରୁ ଲଢ଼ିବେ ନବୀନ?

ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ ପୁରୀରୁ ଲଢ଼ିବା ନେଇ ଜୋର ଚର୍ଚ୍ଚା ହେଉଛି । ଏନେଇ ଚାଲିଛି ଆଲୋଚନା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ବିଜେଡି ନେତାଙ୍କ ମନ୍ତବ୍ୟ । ପୁରୀର ବିଜେଡି

ପୁରୀରୁ ଲୋକ ସଭା ଲଢ଼ିବେ ମୋଦି

ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ନିଜ ନିଜର ଭୋଟ ହାତେଇବାକୁ ଏବେ ଠୁ ପ୍ରସ୍ତୁ୍ତି ଆରମ୍ଭ କରିଦେଲେଣି । କିଏ କେଉଁଠୁ ଲଢ଼ିବେ ସେନେଇ ଚର୍ଚ୍ଚା ହେବାକୁ ଲାଗିଲାଣି । ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।