Odia News Portal
Yearly Archives

2023

ଟ୍ୱିଟର ବିରୋଧରେ ମାମଲା

ସାନ୍ ଫ୍ରାନ୍ସିସ୍କୋରେ ଥିବା କାର୍ଯ୍ୟାଳୟ ପାଇଁ ଭଡ଼ା ଦେଇ ନ ଥିବାରୁ ଟ୍ୱିଟର ବିରୋଧରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜମି ମାଲିକ କଲମ୍ବିଆ ରିଟ୍ ଏହି ସୋସିଆଲ ମିଡ଼ିଆ କମ୍ପାନୀ ବିରୋଧରେ କୋର୍ଟ ଯାଇଛନ୍ତି । ରିଟ୍ କହିଛନ୍ତି ଯେ ସେ ଡିସେମ୍ବର ୧୬ରେ ଟ୍ୱିଟରକୁ ଏକ

ପିଅନ ପାଲଟିଗଲା ହତ୍ୟାକାରୀ; ସ୍କୁଲରେ ଶିକ୍ଷକଙ୍କୁ ହାଣି କଲା ହତ୍ୟା

ପିଅନର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଲେ ସ୍କୁଲର ଶିକ୍ଷକ । ମାଲକାନାଗିରି ଜିଲ୍ଲାର ଏକ ଶିଶୁ ବିଦ୍ୟାମନ୍ଦିରରେ ସାମାନ୍ୟ ବଚସାରୁ ଶିକ୍ଷକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ସ୍କୁଲର ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପିଅନ । ତେବେ ଅଭିଯୁକ୍ତ ପିଅନକୁ ଅଟକ ରଖି ତଦନ୍ତ ଆରମ୍ଭ

ଯୌନ ନିର୍ଯାତନା ଅଭିଯୋଗ ନେଇ ମାମଲା ରୁଜୁ ପରେ ପଦ ଛାଡ଼ିଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ

ହରିୟାଣା କ୍ରୀଡ଼ା ମନ୍ତ୍ରୀ ତଥା ଭାରତର ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଜଣେ ଜୁନିଅର ମହିଳା ଆଥଲେଟିକ୍ସ କୋଚଙ୍କ ଅଭିଯୋଗ କ୍ରମେ ଚଣ୍ଡିଗଡ଼ ପୋଲିସ ସନ୍ଦୀପ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ମନ୍ତ୍ରୀ ସନ୍ଦୀପ ସିଂ ଏହି

ଜାନୁଆରୀ ମାସର ସବୁ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ଜାନୁଆରୀ 2023ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ : ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ

ସରକାରୀ କର୍ମଚାରୀଙ୍କୁ ଜାନୁଆରୀ ୩୧ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତିି । ଏନେଇ ରାଜ୍ୟ ସବୁ ଆର୍‌ଡିସି, ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଡିଡିସିଏ

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ଡିଡିସିଏ । ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ହସପିଟାଲକୁ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବାକୁ ଆସୁଥିବା ଲୋକଙ୍କୁ ନେଇ ଚିନ୍ତାରେ ରହିଛନ୍ତି। ଯଦି ଅଧିକ ସଂଖ୍ୟକ ଲୋକ ପନ୍ତଙ୍କୁ ଦେଖିବାକୁ

ନୂଆ ବର୍ଷ ଆରମ୍ଭରୁ ଝଟକା, ଗ୍ୟାସ ସିଲିଣ୍ଡର ୨୫ ଟଙ୍କା ମହଙ୍ଗା

ନୂଆ ବର୍ଷ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଜାନୁଆରୀ ୧, ୨୦୨୩ରେ ଗ୍ୟାସ୍ ସିଲିଣ୍ଡର ନୂଆ ମୂଲ୍ୟ ଜାରି କରିଛନ୍ତି। ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ହୋଇଛି। ତେବେ ଏହି ମୂଲ୍ୟ ବୃଦ୍ଧି କେବଳ କମର୍ସିଆଲ ଗ୍ୟାସ୍

ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଇଂରାଜୀ ନୂଆବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉବୋଲି ମୁଖ୍ୟମନ୍ତ୍ରୀ ନିଜ ଶୁଭେଚ୍ଛା