Odia News Portal
Yearly Archives

2023

ହୀରାକୁଦରେ ଲାଗିଲା ବିଦେଶୀ ପକ୍ଷୀଙ୍କ ସମାରୋହ, ୮ରୁ ଗଣନା

ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଏପିରିକି ଜଳଭଣ୍ଡାରକୁ ଲାଗି ରହିଥିବା ଅନେକ ସ୍ଥାନକୁ ମଧ୍ୟ ଏହି ପକ୍ଷୀମାନେ ଆସୁଥିବାର ଦେଖାଦେଇଛି । ପର‌୍ୟ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ସେପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ହେବା ସହ ଆସନ୍ତା ୮ତାରିଖରୁ ପକ୍ଷୀ ଗଣନା

ଜୟପୁର ଶେଷ ରାଣୀଙ୍କ ପରଲୋକ

ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ ହୋଇଥିବା ସୂଚନା । ଶେଷ ରାଣୀ ରାଜକୁମାରୀ ଦେବୀଙ୍କର ୯୦ ବର୍ଷରେ ପରଲୋକ ହୋଇଛି । ଜୟପୁର ସ୍ଥିତ ରାଜପ୍ରାସାଦରେ ବିଳମ୍ବିତ ରାତିରେ ପରଲୋକ ହୋଇଥିବାର ଖବର ସାମ୍ନାକୁ ଆସିଛି ।

ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ସରକାରଙ୍କ ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଆଜି ଏହି ମାମଲାରେ ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କେନ୍ଦ୍ରର ‘ନୋଟବନ୍ଦୀ’ ନିଷ୍ପତ୍ତି ବୈଧ ବୋଲି କହିଛନ୍ତି । କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସର୍ବୋଚ୍ଚ

ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌

ଦୁର୍ଘଟଣା ପରେ ଟ୍ରକ୍‌ରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଜୁରାଗାଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟି ବଅଁରପାଳ ଅଭିମୁଖେ ଯାଉଥିଲା ।

ଯୋଡାରେ ଚାଞ୍ଚଲ୍ୟ: ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଏକ ବନ୍ଦ ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭଡ଼ାଘର କବାଟ ଭାଙ୍ଗି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଡାକ୍ତର ଜଣଙ୍କ ପରିଚୟ ଶୁଭଶ୍ରୀ କର ବୋଲି

ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆବର୍ଷ ପାଇଁ ଦେଶରେ ବିଭିନ୍ନ ଅଞ୍ଚଳରେ ଖୁସିର ମାହୋଲ ଦେଖାଯାଇଛି । ଉତ୍ସବ ମୁଖର ହୋଇଛି ଦେଶ ବିଦେଶ । କିନ୍ତୁ ଏହି ଖୁସି ସମୟରେ ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଲୋକଙ୍କ ଛାତିକୁ

ଛୁଆଙ୍କ ମଙ୍ଗଳ ମନାସି ଶାମ୍ବ ଦଶମୀ ପାଳନ କରନ୍ତି ମହିଳା

ଆଜି ପବିତ୍ର ଶାମ୍ବ ଦଶମୀ। ପ୍ରତିଟି ଓଡ଼ିଆ ଘରେ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଶାମ୍ବ ଦଶମୀ । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ଭୋରରୁ ଉଠି ପୂଜା କରାଯାଏ। ମୁଖ୍ୟତଃ ଓଡ଼ିଶାର ପୂର୍ବ ଭାଗରେ ଏହି ପୂଜା ବେଶ ଧୁମ୍ ଧାମରେ ପାଳନ କରାଯାଇଥାଏ। ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର

ଫେବୃଆରୀ ୬ରେ ହାତକୁ ଦିହାତ ହେବେ ସିଦ୍ଧାର୍ଥ ଓ କିଆରା

ଫେବ୍ରୁଆରୀରେ ବିବାହ କରିବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ୨୦୨୩ ଫେବୃଆରୀ ୬ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ରାଜସ୍ଥାନ ଜୈସଲମେର ପ୍ୟାଲେସରେ ରାଜକୀୟ ଢଙ୍ଗରେ ହେବ ବିବାହ । ୪ ଓ ୫ରେ ପ୍ରି େଓ୍ଵଡିଂ ସେରିମୋନୀ ହେବ ।

ପୁଣି ‘ମୋ ବସ’ରୁ ଚୋରି; ୬ଟି ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ

ଜନସାଧାରଣଙ୍କ ସୁବିଧା ପାଇଁ ଚାଲୁ ହୋଇଥିବା ମୋ ବସ୍ ସେବା ଏବେ ଲୋକଙ୍କ ପାଇଁ ପାଲଟିଛି ଅସୁବିଧା । ବାରମ୍ବାର ମୋ ବସରୁ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି । ଆଜି ମଧ୍ୟ ମୋ ବସରୁ ଏକାସାଙ୍ଗରେ ୬ଟି ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ଦାୟର ହୋଇଛି । ନନ୍ଦନକାନନରୁ କଟକ ଯିବା ବାଟରେ ୧୮

ଆଜିଠୁ ବ୍ୟାନ ନିଷ୍ପତ୍ତି କାର୍ଯ୍ୟକାରୀ, ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ଶ୍ରୀମନ୍ଦିର ଭିତରକୁ ନେଇପାରିବେ…

ଆଜିଠାରୁ ଇଂରାଜୀ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ନେବା ନିଷିଦ୍ଧ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ମନା ହୋଇଛି ।