Odia News Portal
Yearly Archives

2023

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ। ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି

୪ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା 

ଜନ୍ମଦାତା ସାଜିଲା ହତ୍ୟାକାରୀ । ୪ ବର୍ଷର ପୁଅକୁ ମାରି ଝୁଲାଇ ଦେଲା ବାପା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରୁ। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଟ୍ରେନ୍‌ ଆଗକୁ ଫିଙ୍ଗ‌ଦେଲେ ଯୁବକ

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଜଣେ ଯୁବକ ଟ୍ରେନ୍‌ ଆଗକୁ ଫୋପାଡ଼ି ଦେବାରୁ ଜଣେ ୧୭ ବର୍ଷୀୟ ବାଳିକା‌ ଗୋଟିଏ ହାତ ଓ ଦୁଇଟି ଗୋଡ଼ ହରାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମଧ୍ୟ ଡାକ୍ତରମାନେ କହିଛନ୍ତି। ପୁଲିସ କହିଛି, ମଙ୍ଗଳବାର ଦିନ

ବିଜେଡିର ବିଶାଳ ମିଶ୍ରଣ ପର୍ବ

ବିଜୁ ଜନତା ଦଳର ସୁଶାସନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡା ନିର୍ବାଚନ ମଣ୍ଡଳିର ସଦର ବ୍ଳକର ଜିଲ୍ଳା ପରିଷଦ ଅଧିନସ୍ଥ ତିନୋଟି ଜୋନ ଏବଂ ରାୟଗଡା ପୈାରାଂଚଳର ଶତାଧିକ ନୂତନ କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।ଏଥିରେ

ବିଶ୍ୱକପ୍ କ୍ରିକେଟରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ

ବିଶ୍ୱକପ୍ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ । ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଭାରତର ବୃହତ୍ତ ବିଜୟ।  ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଅତିଥି ଟିମକୁ ଭାରତ ୮ ୱିକେଟରେ ପରାସ୍ତ

ହାଇକୋର୍ଟ ଜଜ୍ ପାଇଁ ୧୮ ଜଣଙ୍କ ନାମ ସୁପାରିସ

ସୁପ୍ରିମ୍‌କୋର୍ଟ କେଲଜିୟମ ପକ୍ଷରୁ ବୁଧବାର ବିଭିନ୍ନ ହାଇକୋର୍ଟରେ ଖାଲିପଡିଥିବା ବିଚାରପତି (ଜଜ୍‌) ପଦ ପାଇଁ ମୋଟ ୧୮ ଜଣଙ୍କ ନାମ ସୁପାରିସ କରାଯାଇଛି । ଏମାନଙ୍କ ମଧ୍ୟରେ ୧୩ ଜଣ ବିଚାର ବିଭାଗୀୟ ଅଧିକାରୀ ଏବଂ ୫ ଜଣ ଆଇନଜୀବୀ ସାମିଲ ଅଛନ୍ତି । ବିଚାର ବିଭାଗରେ ମହିଳାଙ୍କ

ଫୋନ୍‌ରେ କଥା ହେଉଥିବା ବେଳେ ମୁଣ୍ଡକୁ ପିଟି ମାରିଦେଲେ

ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା

ପୁଣି ଟ୍ରେନ୍‌ ଦୁର୍ଘଟଣା: ୪ ଯାତ୍ରୀ ମୃତ, ୧୦୦ରୁ ଅଧିକ ଆହତ

ହାର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ର ୨୧ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ

ବିଜେଡି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଜନସମ୍ପର୍କ ପଦଯାତ୍ରା

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ରମେଶ ସାଏଙ୍କ ନେତୃତ୍ବରେ କିଶୋରନଗର ବ୍ଲକରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ଦୋହଲି ଛକରୁ ଶତାଧିକ ଲୋକ ପଦଯାତ୍ରାରେ ବାହାରିଥିଲେ । ଜନସମ୍ପର୍କ ପଦଯାତ୍ରାରେ

କଲେଜ ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଇତିହାସ ଓ ସଫଳତାର ଗାଥା

କଲେଜ ଛାତ୍ରଛାତ୍ରୀ ବି ଶୁଣିବେ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା । ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି । ଜାତୀୟ ହକି ଦଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ