Odia News Portal
Yearly Archives

2023

ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଖୁଦୁରୁକୁଣି ଓଷାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ୪ଟି ବୋମାମାଡ଼ ହୋଇଥିଲା । ବୋମା ମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି ।

ଭାରତରେ ଗଡିବ ହାଇଡ୍ରୋଜେନ ବସ, ପବନ ପାଣିରେ ଚାଲିବ ଗାଡି

ଆଉ ଦରକାର ପଡିବନି ପେଟ୍ରୋଲ କି ଡିଜେଲ କିଣିବାର ଭୟ । ପ୍ରଦୂଷଣରୁ ମୁକ୍ତି ପାଇବ ଭାରତ । କାରଣ ଭାରତରେ ଗଡିବାକୁ ଯାଉଛି ହାଇଡ୍ରୋଜେନ ବସ । ଏହି ବସ କେବଳ ପବନ ଆଉ ପାଣିରେ ଚାଲିବ । ଏନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ରାଜଧାନୀ ଭୁବନେଶ୍ବରରେ ଅଘଟଣ । ପୋଖରୀପୁଟରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଏୟାରଫିଲ୍ଡ ଅଞ୍ଚଳରେ ଥିଲବା ପୋଖରୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ଉଭୟ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଟିଉସନ ସାରି ୪ଜଣ

ମୋ ବସ୍ ଭିତରୁ ମହିଳାଙ୍କ ଠାରୁ ଲୁଟିନେଲା ଚୋର

ଭରତପୁର ଥାନା ସାମ୍ନାରେ ଠିଆ ହୋଇଥାଏ ଗୋଟିଏ ମୋ ବସ୍ । ଆଉ ଥାନା ଭିତରେ ମହିଳା ପୁରୁଷ ସମସ୍ତଙ୍କ ଭିଡ଼ ଜମିଥାଏ । ସବୁ ମହିଳା ମାନଙ୍କୁ ଜଣେ ମହିଳା ଚେକିଙ୍ଗ କରୁଥାନ୍ତି । ଏଭଳି ଦୃଶ୍ୟ ଦେଖିବା ପାଇଁ ଭାରି ଗହଳି ଲାଗିଥାଏ । ସବୁ ମହିଳା ମାନଙ୍କର ଗୋଡ଼ରୁ ମୁଣ୍ଡ ଯାଏ ଚେକିଙ୍ଗ ହେଉଥାଏ ।

ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ବୁହା ହେଲା ଶବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲିର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ସମ୍ପର୍କୀୟମାନେ ବାଇକରେ

ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର୍: ଡ୍ରାଇଭର ଗୁରୁତର

ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିବା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ତେବେ ଏହି କାରଟିକୁ ଦେଖିଲେ ସହଜରେ ଅନୁମାନ କରି ହେଉଛି କେତେ ଭୟଙ୍କର ଏହି

ଦାନା ବାନ୍ଧୁଛି ଲଘୁଚାପ, ପଛକୁ ପଛ ଆସୁଛି ୨ ବାତ୍ୟା

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୯ ତାରିଖରେ ଘୂର୍ଣ୍ଣିବଳୟ ଏବଂ ଏହାର ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ହେବାକୁ ଥିବା ଏହି ଲଘୁଚାପ କ୍ରମଶ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ

ହୋଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକରୁ ଲାଗିଗଲା ନିଆଁ

ହୋଟେଲରେ ଅଗ୍ନିକାଣ୍ଡ । ଗ୍ୟାସ୍ ଲିକରୁ ନିଆଁ ଲାଗି ଜଳିଗଲା ହୋଟେଲ। ଗଜପତି ଜ଼ିଲ୍ଲା ମୋହନା ଥାନା ଲୁହାଗୁଡ଼ି ଛକ ସ୍ଥିତ ରାଜ୍ ପୁତ୍ ଲାଇନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ସକାଳୁ ଖାଦ୍ୟ ପ୍ରସ୍ତୁତି ବେଳେ ହୋଟେଲର ରୋଷେଇ ଘରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ଗ୍ୟାସ୍ ଲିକ୍ ରୁ ଏହି

ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ: ୨ ଗିରଫ

ସରଯୁ ଏକ୍ସପ୍ରେସ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନ୍‌କାଉଣ୍ଟରରେ ଟଳି ପଡ଼ିଛନ୍ତି। ଅଯୋଧ୍ୟାର ପୁରା କଲନ୍ଦରରେ ମୁଖ୍ୟ ଅଭିଯୁକ୍ତ ଅନିସ୍‌ଙ୍କୁ ପୋଲିସ ଓ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଛି। କ୍ରସ୍‌ ଫାୟାରିଂରେ ଅନିସ୍‌ ଟଳି ପଡ଼ିଥିବା ପୋଲିସ

ଅଲଗା ହେବେନି ବର୍ଷା-ଅନୁଭବ

ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି | କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି | ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି | ତେବେ କେବଳ ଅନୁଭବ ନୁହେଁ ବରଂ