ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ
ହାତୀ ମାରୁଛି ଓ ମରୁଛି। ଉଭୟ ଘଟଣାରେ କେହି ନିଜର ଦୋଷ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି। କେନ୍ଦୁଝର ଜିଲ୍ଲାରେ କେବେ ଟ୍ରେନ୍ ଧକ୍କାର ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉକେବେ ବିଦ୍ୟୁତ୍ ଆଘାତରେ ଜୀବନ ଯାଉଛି। ରେଳବାଇ ଓ ବିଦ୍ୟୁତ୍ ବିଭାଗ ଆଡ଼କୁ ଦୋଷ ଠେଲି ବନ ବିଭାଗ ହାତଝାଡ଼ି!-->…