ଶେରଗଡରେ ବୀଭତ୍ସ ହତ୍ୟାକାଣ୍ଡ
ଶେରଗଡରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ଶେରଗଡ ବ୍ଲକର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ କୁମାର ପାଣି ଗ୍ରାମର ୪୦ ବର୍ଷିୟ ଯୁବକ ମଧୂସୁଦନ ବିଷୋୟୀଙ୍କ ମୃତ୍ୟୁ ଘଟିଛି । ପୂର୍ବ!-->…