ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ, ୧୩ ପୂଜାରୀ ଆହତ
ପ୍ରସିଦ୍ଧ ଉଜ୍ଜୟିନୀ ମହାକାଳ ମନ୍ଦିରରେ ନିଆଁ ଲାଗି ୧୩ ପୂଜାରୀ ଆହତ ହୋଇଛନ୍ତି। ସୋମବାର ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତି ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।
ଉଜ୍ଜୟିନୀ ଜିଲ୍ଲା ମାଜିଷ୍ଟ୍ରେଟ ନୀରଜ କୁମାର ସିଂହଙ୍କ ସୂଚନା ଅନୁସାରେ ଭସ୍ମ ଆଳତି ସମୟରେ ମହାକାଳ ମନ୍ଦିରର!-->!-->!-->…
