Odia News Portal
Yearly Archives

2024

ପ୍ରଶ୍ନପତ୍ର ଲିକ୍ ହୋଇନି : ବୋର୍ଡ

ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡର ଖଣ୍ଡନ । ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଓ ଉପସଭାପତି । ୧୧ ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ପଦାକୁ ଆସିଛି । ୧୧ ଟା ୪୫ ପୂର୍ବରୁ କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । ତେଣୁ ପରୀକ୍ଷା ପ୍ରଶମନପତ୍ର ଲିକ୍ ହୋଇ

ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର

ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ଭାଇରାଲ୍

ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ରାଜ୍ୟ ସରକାରଙ୍କର ବିରୋଧରେ ଜୋରଦାର ପ୍ରତିବାଦ କରିବା ସହ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ।

ସଫାଇ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ରାଜ୍ୟ ସ୍ତରୀୟ ବୈଠକ

ଭୁନେଶ୍ବର ମହାନଗର ନିଗମ (CITU) ଆହ୍ବାନ କ୍ରମେ ଆଜି ଶ୍ରମିକ ଭବନ ଠାରେ ରାଜ୍ୟର ବିଭିନ୍ନ ମହାନଗର ନିଗମ ଏବଂ ମ୍ୟୁନିସପାଲିଟି ର ଶ୍ରମିକ ୟୁନୀୟନ୍ ନେତୃତ୍ୱ ସଫାଇ କର୍ମଚାରୀ ଡି ଏଲ ଆର/ କାଜୁଆଲ ଶ୍ରମିକ ଭାବରେ ଦୀର୍ଘ ୧୦ ରୁ ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ

୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ

ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସୁଛନ୍ତି । ଯାହା କାର୍ଯ୍ୟସୂଚୀ ରହିଛି, ମହାମହିମ ଆଉ ଦୁଇ ଦିନ ପରେ ମୟୂରଭଞ୍ଜ ଆସିବେ । ୨୮ ତାରିଖ ଦିନ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ

ପଦ୍ମ ଧରିଲେ ଦେବାଶିଷ ନାୟକ

ବଢ଼ୁଛି BJP ବଳ । ଦଳରେ ସାମିଲ ହେଉଛନ୍ତି ଜଣକ ପରେ ଜଣେ BJDର ହେଭିୱେଟ୍‌ ନେତା । ପ୍ରଥମେ BJPରେ BJDର ଗୋପାଳପୁର ବିଧାୟକ ସାମିଲ ହୋଇଥିବାବେଳେ ଆଜି ବିଧିବଦ୍ଧ ଭାବେ ପୁଣି ପଦ୍ମ ଧରିଛନ୍ତି BJDର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ

ବିଜେଡି ଛାଡ଼ିଲେ ଦେବାଶିଷ ନାୟକ

ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଛନ୍ତି ଦେବାଶିଷ। ସେ ୨୦୦୦ ଓ ୨୦୦୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା

ଦ୍ୱାରକାରେ ପ୍ରଧାନମନ୍ତ୍ରୀ; ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ କଲେ ପ୍ରାର୍ଥନା

ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକା ଯିବା ସହ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ନଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି

ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଥିବା କହିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଦଳର ଟିକେଟ ପାଇଁ ୧୦ ହଜାରରୁ ଅଧିକ ଦରଖାସ୍ତ ଆସିଛି। ଟିକେଟ ଆବେଦନକାରୀଙ୍କ ମଧ୍ୟରେ ଅନେକ ପେଷାଦାର ଓ ଜାତୀୟ ଦଳର ନେତାମାନେ ମଧ୍ୟ ଅଛନ୍ତି ।

ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ଧାମନଗରରେ ମୋଟର ସାଇକେଲରେ ବୁଲି ଦେଖିଲେ ବନ୍ଧବାଡ

ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ମଧ୍ୟାହ୍ନରେ ଆଖୁଆପଦାଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରୁ ସଡ଼କ ପଥରେ ଧାମନଗର ବ୍ଲକ ପାଳ ସାହି ଯାଇଥିଲେ ୫-ଟି ଅଧ୍ୟକ୍ଷ ।ସେ ବୈତରଣୀ ବାମପାର୍ଶ୍ଵ ନଦୀ