ନବୀନଙ୍କ ଘୋଷଣା: ଶେରଗଡ଼କୁ ମିଳିଲା ଏନଏସି ମାନ୍ୟତା
ଗଞ୍ଜାମ ଜିଲ୍ଲା ଶେରଗଡ଼କୁ ଏନଏସି ମାନ୍ୟତା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଏସି ମାନ୍ୟତା ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଶେରଗଡ଼ ଠାରେ ଆୟୋଜିତ ଏକ!-->!-->!-->…
