ରାଜ୍ୟ କ୍ୟାବିନେଟ୍ରେ ୨୭ ପ୍ରସ୍ତାବ ପାରିତ
ରାଜ୍ୟର ଯେଉଁ ବେକାର ଯୁବକଯୁବତୀ ଉଦ୍ୟୋଗୀ ହେବା ପାଇଁ 'ଉଦ୍ୟମ' ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବେ କିମ୍ବା ପୂର୍ବରୁ ଉଦ୍ୟମ ସହାୟକ ନମ୍ବରଧାରୀ ହୋଇ ବ୍ୟବସାୟ କରୁଥିବେ ସେମାନଙ୍କୁ ରାଜ୍ୟ ସରକାର ଆତ୍ମନିର୍ଭରଶୀଳ କରି 'ସ୍ବତନ୍ତ୍ର ଯୁବ ଉଦ୍ୟମୀ' ଭାବେ ଗଢ଼ିବେ। ଏଥିପାଇଁ ରାଜ୍ୟ ସରକାର!-->…
