ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର
ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି
ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲିଆ ସ୍ଥାନକୁ ସଫା କରୁଥିଲେ। ଏହି ସମୟରେ ନରକଙ୍କାଳଟି ତଳେ!-->!-->!-->…
