ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କୁ ମିଳିବ ରାମଲାଲାଙ୍କ ଦର୍ଶନ
ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଅଯୋଧ୍ୟାରେ ପ୍ରଭୁ ରାମଲାଲା ବିରାଜମାନ କରିଛନ୍ତି । ଚଳଚଞ୍ଚଳ ହୋଇପଡିଛି ସାରା ଦେଶ । ଗାଁଠୁ ଆରମ୍ଭ କରି ସହର ଓ ଦେଶଠୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ସବୁଠି ରାମ ନାମରେ ପ୍ରକମ୍ପିତ ହେଉଛି । ସାରା ସହର ରାମମୟ ହୋଇଯାଇଛି । ପ୍ରଭୁଙ୍କର!-->…
