Odia News Portal
Yearly Archives

2024

ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ହତ୍ୟା

ବେଙ୍ଗାଲୁରୁରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା । ଜଗତସିଂହପୁର ବଡ଼ବାଗ ଗାଁର ଶୁଭସ୍ମିତା ବେହେରାଙ୍କୁ ହତ୍ୟା କରାଯାଇଛି । ଗତକାଲି ସକାଳୁ ରାସ୍ତା କଡ଼ରୁ ନାବାଳିକାଙ୍କ ମୃତଦେହ ମିଳିଥିଲା । ରାଜନାକୁଂଟେ ଥାନା ପକ୍ଷରୁ ଏଦିଗରେ ତନାଘନା କରାଯାଇ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖାଯାଇଛି ।

ଆଜି ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ନବାଙ୍କ ବେଶ

ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି

୧୦ ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା

ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦଶ ବର୍ଷର ସାବତ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ସାବତ ବାପା । ଅଭିଯୁକ୍ତ ବାପାର ବୟସ ୨୪ ବର୍ଷ । ତେବେ ନାବାଳିକାଟି ତାର ଦ୍ୱିତୀୟ ପତ୍ନୀର ଝିଅ । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ନିଜ ଦ୍ୱିତୀୟ ପତ୍ନୀଙ୍କ ୧୦ ବର୍ଷର

କୋକେନ ଜବତ ଜାହାଜ ଏମଭି ଦେବୀ ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ

ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା । ଏମଭି ଦେବୀ ପାନ୍ନାମା ଜାହାଜରୁ ପଡି ଜାହାଜର ଜଣେ ସଦସ୍ଯ ଆହତ । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି । ଆହତ ହୋଇଥିବା ଜାହାଜର କ୍ରୁ ସଦସ୍ୟ ହେଲେ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଲାଗିଛି ଗଭୀର ଆଘାତ । ଜାହାଜରୁ

ରାତିରେ କମୁଛି ପରଦ: ଜାଡ଼ ମାଡ଼ରେ ଅସହ୍ୟ ଜନ ଜୀବନ

ପୁଣି ଶୀତ କରୁଛି କଲବଲ । ରାତିରେ ଖସୁଛି ପାରଦ । ଜାଡର ମାଡ଼ରେ ଅସହ୍ୟ ହେଉଛି ଜନ ଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ

ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କାଠ ବୋଝେଇ ଟ୍ରକ୍‌

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ୩୨୬ ନଂ ଜାତୀୟ ରାଜପଥ  ମୀନାପାଇ ଘାଟିରେ ଭାରସାମ୍ୟ ହରାଇ ଏକ କାଠ ବୋଝେଇ ଟ୍ରକ୍‌ ଓଲଟିଛି। ତଳେ କାଠ ପଡ଼ି ଜାତୀୟ ରାଜପଥ ଅବରୋଧ ହୋଇଯାଇଛି। ଏହାଫଳରେ ଉଭୟ ପଟେ ବହୁ ଗାଡ଼ିମୋଟର ଅଟକିଛି।

ରାଜ୍ୟରେ ଥରାଉଛି ଥଣ୍ଡା

ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଆଜି ରାଜ୍ୟର ୧୨ରୁ ଅଧିକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ

ପୁଣି ବାଇକ୍‌ ଲୁଟେରା ଆତଙ୍କ: ଶିଶୁର ମୁଣ୍ଡରେ ବନ୍ଧୁକ ରଖିଲେ, ସୁନା ଅଳଙ୍କାର ଲୁଟିଲେ

ନୀଳଗିରିରେ ପୁଣି ନାଲି ବାଇକ୍‌ ଲୁଟେରା ଆତଙ୍କ ଦେଖାଯାଇଛି। ଦୁର୍ବୃତ୍ତମାନେ ଆଜି ଅପରାହ୍‌ଣରେ ଅପାଚେରେ ଆସି ବନ୍ଧୁକ ଦେଖାଇ ସୁନାଗହଣା ଲୁଟିଛନ୍ତି। ଏପରି ଏକ ଘଟଣା ନୀଳଗିରି ଥାନା ଅଧିନ ସଜନାଗଡ଼ସ୍ଥିତ ତିନିକୋଶିଆ ଜଙ୍ଗଲ ମଝିରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ବରହମପୁର ଗ୍ରାମର

ବ୍ୟାପୁଛି ଡାଇରିଆ : ୨ ମୃତ

ପୁରୀ ଜିଲ୍ଲା କଣାସ ବ୍ଲକ ଖଣ୍ଡହତା ଗାଁରେ ବଢିଚାଲିଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଖଣ୍ଡହତା ଗାଁରେ ଡାଇରିଆ କୋକୁଆ ଭୟ ଖେଳେଇବାରେ ଲାଗିଛି । ଜୀବନ ବଞ୍ଚିବା ପାଇଁ ପାଣିର ଆବଶ୍ୟକ । କିନ୍ତୁ ଦୂଷିତ ପାଣି ପିଇ

କ୍ରାଇମବ୍ରାଞ୍ଚଙ୍କ ଉପରେ ବର୍ଷିଲେ ହାଇକୋର୍ଟ

 ରାଜ୍ୟରେ ସାଇବର କ୍ରାଇମବୃଦ୍ଧି ପାଉଥିବାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହାସହ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏକ ଠକେଇ ମାମଲାକୁ ନେଇ ତଦନ୍ତ ନେଇ ହାଇକୋର୍ଟ କ୍ଷୁବଧ । ଏହାର ଶୁଣାଣି ବେଳେ କ୍ରାଇମବ୍ରାଞ୍ଚକୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ।