ରୁଷ ରାଷ୍ଟ୍ରପତିଙ୍କ ପାଇଁ ଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା; ସ୍ନାଇପର୍ସ, ଡ୍ରୋନ୍ ରଖିଛନ୍ତି ନଜର
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ପାଇଁ ନୂଆଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଟିନଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ ଓ ଡ୍ରୋନ୍ ନଜର ରଖିଛି। ପୁଟିନ୍ଙ୍କ ବିମାନ ଦିଲ୍ଲୀରେ ଅବତରଣ କରିବା ଠାରୁ ପ୍ରସ୍ଥାନ କରିବା ପର୍ଯ୍ୟନ୍ତ…
