Odia News Portal
Yearly Archives

2025

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୬.୩୭ ଫୁଟ୍

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୬.୩୭ ଫୁଟ୍ ରହିଛି। ମୋଟ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ଏହି ସମୟରେ ୩, ୮୭, ୮୧୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୪,୦୨୯୦୫ କ୍ୟୁସେକ ଜଳ ଡ୍ୟାମରୁ ନିଷ୍କାସିତ ହେଉଛି।ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ…

ଓଡ଼ିଶାର ଦୁଇ ଶିକ୍ଷକ ପାଇଲେ ଜାତୀୟ ପୁରସ୍କାର

ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ର‌ଦର୍ଶନ କରିଥିବା ଦେଶର ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଦୁଇଜଣ ଆଦର୍ଶ ଶିକ୍ଷକ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ହାତରୁ…

୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ୪୦୦ କିଲୋଗ୍ରାମ ଆରଡିଏକ୍ସ ଧରି ଭାରତରେ ପ୍ରବେଶ କରିଥିବା … ଦାବି ଶୁଣି…

ମୁମ୍ବାଇ ପୁଲିସର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ପାଇବା ପରେ ମୁମ୍ବାଇ ପୁଲିସକୁ ହାଇ ଆଲର୍ଟ‌ରେ ରଖାଯାଇଛି । ସେହି ସନ୍ଦେଶରେ ଦାବି କରାଯାଇଛି ଯେ 14 ଜଣ ଆତଙ୍କବାଦୀ 400 କିଲୋଗ୍ରାମ ଆରଡିଏକ୍ସ (RDX) ନେଇ ସହରକୁ ପ୍ରବେଶ କରିଛନ୍ତି ଏବଂ…

ବନ୍ୟାରେ ଉବୁଟୁବୁ ଦିଲ୍ଲୀ

ଦିଲ୍ଲୀ-ଏନ୍‌ସିଆର୍‌ରେ ଆଜି ଯମୁନା ନଦୀର ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଇ ରାଜଧାନୀର ବ୍ୟାପକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି।   ଯମୁନା  ଜଳସ୍ତର ଆଜି ସର୍ବୋଚ୍ଚ ୨୦୭.୪୮ ମିଟରକୁ ପହଞ୍ଚିଛି, ଯାହା ଦିଲ୍ଲୀର ଇତିହାସରେ ତୃତୀୟ ସର୍ବୋଚ୍ଚ ସ୍ତର ଭାବେ ରେକର୍ଡ ହୋଇଛି। ଲଗାଣ ମୌସୁମୀ…

ଗୋମାଂସ କାଟିବା ନେଇ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ୬ ଗିରଫ

ଦେବଗଡ଼ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ କାଟିବା ନେଇ ସଂଘବଦ୍ଧ ଆକ୍ରମଣରେ ଘଟିଥ‌ିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଉକ୍ତ ଗ୍ରାମର ୬ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି। ସେମାନେ ସେହି ଗ୍ରାମର ହେଲେ ପ୍ରଭାତ କୁମାର ସାହୁ(୩୬), ଘନଶ୍ୟାମ ପ୍ରଧାନ (୩୦),ଗଜାନନ…

ଦାଦନ ଶ୍ରମିକ ଦେଉଛନ୍ତି ଆୟକର!

ଅର୍ଥାଭାବରୁ ଗରିବ ପରିବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଖବର ନୂଆପଡ଼ା ଜିଲ୍ଲା ପାଇଁ ନୂଆ ନୁହେଁ। ହେଲେ ଆୟକର ଦେଉଥିବା ବା ଆଇଟିଆର୍‌ ଫାଇଲ କରୁଥିବା ଦାଦନ ଶ୍ରମିକ ବି ଦୁନିଆରେ ଥିବେ, ହୁଏତ ତାହାକୁ କେହି ସହଜରେ ଗ୍ରହଣ କରିବେ ନାହିଁ। ହେଲେ ନୂଆପଡ଼ା ଜିଲ୍ଲାର କିଛି…

ଖୋଲିଲା ରେଙ୍ଗାଲି ଡ୍ୟାମ୍‌ର ଦ୍ୱିତୀୟ ଗେଟ୍‌

କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ୍‌ ଆଜି ମଧ୍ୟାହ୍ନରେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ମଙ୍ଗଳବାର ଗୋଟିଏ ଓ…

ଲୋକାର୍ପଣ ଅପେକ୍ଷାରେ ବହୁ ଶୌଚାଳୟ: ଶୌଚ ପାଇଁ ଦହଗଞ୍ଜ, ନିର୍ମାଣ ହେଉଛି, ସେବାରେ ଲାଗୁନି

ରାଜଧାନୀ ଭୁବନେଶ୍ବରକୁ ରାଜ୍ୟ ତଥା ରାଜ୍ୟ ବାହାରୁ କୌଣସି ଜରୁରୀ କାମରେ ଅବା ବୁଲି ଆସୁଥିବା ଆଗନ୍ତୁକମାନେ ଶୌଚାଳୟ ଅଭାବ କାରଣରୁ କଲବଲ ହେଉଛନ୍ତି। ତେଣୁ ରାସ୍ତାକଡ଼ ମୁକ୍ତ ପରିସ୍ରାଗାର ପାଲଟିଛି। ଏହା ଏତେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ଯେ ସେହି ବାଟ ଦେଇ ଗଲେ ନାକରେ ରୁମାଲ ଦେଇ…

ଜିଏସଟିରେ ରିହାତି ଯୋଗୁଁ ସେୟାର ବଜାରେ ଖୁସିର ଲହରୀ,

ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜିଏସଟି କମ ହେବା ନେଇ ଘୋଷଣା କରିଥିଲେ। ଏହା ପରେ ଭାରତୀୟ ସେୟାର ବଜାର ଉପରମୁହାଁ ହୋଇଥିଲା। ଏବେ ଜିଏସଟି ପରିଷଦ ବୈଠକରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ଏବଂ ସେପ୍ଟେମ୍ବର ୨୨ରୁ ସମସ୍ତ ଜିନିଷର ମୂଲ୍ୟ ହ୍ରାସ ପାଇବ ବୋଲି…

ହିମାଚଳ, ପଞ୍ଜାବ, ଜମ୍ମୁ-କାଶ୍ମୀର ସ୍ଥିତି ଜଟିଳ: ମଣ୍ଡିରେ ଭୂସ୍ଖଳନ, ୭ ମୃତ

ଅସ୍ବାଭାବିକ ବର୍ଷା ଉତ୍ତର ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି ‌କରିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ‌ଯୋଗୁଁ ବ୍ୟାପକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପଞ୍ଜାବରେ ୨୩ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବା ଫଳରେ…