Odia News Portal
Yearly Archives

2026

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରୁ ଲୁଟ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବିଳମ୍ବିତ ରାତିରେ ଚୋରି ହୋଉଥିବା ଅଭିଯୋଗ ହୋଇଛି । ଭୋର ସମୟରେ ଆଜି ମା ଙ୍କ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର…

ଝାରସୁଗୁଡ଼ାରେ ନୂଆ କୋଇଲା ଖଣି

କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଇତିମଧ୍ୟରେ ଆଉ ୩ ନୂଆ କୋଇଲା ଖଣି ଚିହ୍ନଟ କରାଯାଇଛି। ଏଥିରୁ ଗୋଟିଏ ଖଣିର ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସେହିପରି ବେଲପାହାଡ଼ ଭୂତଳ ଖଣିର ସଂପ୍ରସାରଣ ପ୍ରକଳ୍ପ ଆଉ ଏକ ଖଣି…

ଜବାଘାଟ ଓ କଂସରରୁ ବେଧଡ଼କ ବାଲିଚାଲାଣ

ଯେବେଠୁ ତହସିଲ୍‌ ଅଧୀନରୁ ବାଲିଘାଟ ଓ ପଥର ଖାଦାନ ଖଣି ବିଭାଗକୁ ଆସିଛି, ସେବେଠୁ ଲଘୁ ଖଣିଜ ଚୋରା କାରବାର ଉପରେ ଅଙ୍କୁଶ ଲାଗିପାରୁନି। ଚୋରା କାରବାର ରୋକିବାକୁ ସରକାରଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଏନ୍‌ଫୋର୍ସମେଣ୍ଟ ଟିମ୍‌। କାଁଭାଁ ଚଢ଼ଉ ହେଉଥିବାରୁ ଭରପୂର ଫାଇଦା…

ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ

ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ଏନେଇ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି…

ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ

ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି । ଏନେଇ ପୋଲିସ…

ଢାବା ଭିତରେ ପଶିଗଲା କାର୍, ୨ ଯୁବକଙ୍କ ମୃତ୍ୟୁ

ଢାବା ଭିତରେ ପଶିଗଲା କାର୍। ୨ ଯୁବକଙ୍କ ମୃତ୍ୟୁ । ବୀରମିତ୍ରପୁର ନୂଆ ଗାଁରୁ ୧୪୩ ନନ୍ବର ଜାତୀୟ ରାଜପଥରେ ରାଉରକେଲା ଆସୁଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯମୁନାନାକି ନିକଟରେ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨ରାତି ପ୍ରାୟ ସାଢେ ଗୋଟାଏ ବେଳେ ଦ୍ରୁତ ଗତିରେ ଆସି…

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର, ଦିଲ୍ଲୀପ ରାୟ

ଶପଥ ନେଇ ୩ ରାଜ୍ୟସଭା ସାଂସଦ । ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ଡକ୍ଟର ସଂତୃପ୍ତ ମିଶ୍ର । ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର…

ମାନସିକ ଭିନ୍ନକ୍ଷମ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ସାଇଣ୍ଟିଫିକ ଟିମର ତଦନ୍ତ

ମାନସିକ ଭିନ୍ନକ୍ଷମ ୨୬ ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ବାପା । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପୀଡିତାଙ୍କୁ ତାଙ୍କ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ଘରକୁ ଡାକି ନେଇ ଅଭିଯୁକ୍ତ ଅସଦାଚରଣ…

ହିଙ୍ଗୁଳା ଯାତ୍ରାରେ ଛିଡିଲା ଦୋଳି, ୪ରୁ ଅଧିକ ଆହତ

ଅନୁଗୋଳ ଜିଲା ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ। ଛିଡିଲା ଡ୍ରାଗନ ଦୋଳି । ଦୋଳି ଛିଡି ୪ ରୁ ଅଧିକ ଆହତ । ହିଙ୍ଗୁଳା ମା’ଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ। ଖବର ପାଇ ପ୍ରଶାସନ ମେଳାରେ ଥିବା ସବୁ ଦୋଳି ଚାଲିବା ବନ୍ଦ କରିବାକୁ…

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି; ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ଚନ୍ଦନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଆଜି ବୈଶାଖ କୃଷ୍ଣ ଚତୁର୍ଥୀ ତିଥିରେ…