Odia News Portal
Yearly Archives

2026

ପର ଲୋକରେ ବରିଷ୍ଠ ଆଇନଜୀବୀ ଯୋଗେନ୍ଦ୍ର ଦାଶ

ପୁରୀ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ଯୋଗେନ୍ଦ୍ର ଦାଶଙ୍କ ମୃତ୍ୟୁ ପୁରୀ ବାର ପାଇଁ ଏକ ଅପୂରଣୀୟ କ୍ଷତି ।ପିଲା ଦିନୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ଯୋଗେନ୍ଦ୍ର ଦାଶ ଅନେକ ଉଚ୍ଚ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଓକିଲାତି ବୃତ୍ତିକୁ ଆପଣାଇଥିଲେ…

ମଝି ରାତିରେ ମାତିଲେ ମନ୍ଦିର ଚୋର, ତାଲା କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ମନ୍ଦିର ତାଲା କାଟି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ପୁରୀ ଜିଲ୍ଲା ଗୋପ ଥାନା ଶୋଳପୁର ଗାଁର ମା ଏଡ଼େଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରୁ ଲୁଟ ହୋଇଛି । ଦାନହୁଣ୍ଡି ତାଲା କାଟି ଲକ୍ଷାଧିକ ଟଙ୍କା ସହ ମାଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ…

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମ ସପ୍ତାହରେ ତ୍ରିକୋଣୀୟ ପ୍ରେମରୁ ହତ୍ୟା

ରାଜଧାନୀରେ ଚାଞ୍ଚଲ୍ୟ । ପ୍ରେମ ସପ୍ତାହରେ ତ୍ରିକୋଣୀୟ ପ୍ରେମରୁ ହତ୍ୟା । ଚକୋଲେଟ୍ ଡେ’ରେ ନୀଳାଦ୍ରିବିହାରରେ ଭଡ଼ା ଘରେ ରହୁଥିବା ପାର୍ଲର ପ୍ରେମିକାଙ୍କୁ ଚକୋଲେଟ୍ ଦେବାକୁ ଆସିଥିଲେ ପ୍ରେମିକ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି ହସିନପୁର ଅଞ୍ଚଳରେ । ପ୍ରେମିକାକୁ ଚକୋଲେଟ୍ ଦେବା…

ବରଡ଼ୋଲରେ ବଡ଼ ଅଗ୍ନିକାଣ୍ଡ: ବସ୍ତା ତିଆରି କାରଖାନାରେ ନିଆଁ, କୋଟିକୋଟି ଟଙ୍କାର ସାମଗ୍ରୀ ପାଉଁଶ

ବରଗଡ଼ ବରଡ଼ୋଲରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଜୈନ ପଲିଫେବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ପ୍ଲାଷ୍ଟିକ୍‌ ବସ୍ତା ତିଆରି କାରଖାନା) ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ନିଆଁ ଲାଗିଥିବା ବେଳେ ରାତି ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ…

ରାଜ୍ୟରେ ୟୁ ଟର୍ଣ୍ଣ ସରକାର ଚାଲିଛି: କଂଗ୍ରେସ

ସରକାର ବିଭିନ୍ନ ଯୋଜନା ଓ ନିୟମ ଘୋଷଣା କରି ପଛଘୁଞ୍ଚା ଦେଉଛନ୍ତି। ଏହାଦ୍ୱାରା ଜନତାଙ୍କୁ ଭ୍ରମିତ କରି ବିଶ୍ୱାସଘାତକତା କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଲେ, ମୋହନ…

ନିର୍ଯାତନାର କେନ୍ଦ୍ର ପାଲଟିଛି ଧାନ ମଣ୍ଡି: ନବୀନ

ଧାନ ସଂଗ୍ରହ ସମୟରେ ରାଜ୍ୟର ଅନ୍ନଦାତା ବ୍ୟବସ୍ଥାଗତ ଶୋଷଣ ଓ କଷଣର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି…

ମାଲେସିଆର ଅଗ୍ରଣୀ ବ୍ୟବସାୟୀଙ୍କୁ ଭେଟିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାଲେସିଆର ଚାରିଜଣ ଶିଳ୍ପପତିଙ୍କ ସହ ମତ ବିନିମୟ କରିଛନ୍ତି। ସେ ପେଟ୍ରୋନାସର ସଭାପତି ତଥା ଗ୍ରୁପ୍ ସିଇଓ ତନ୍ ଶ୍ରୀ ତେଙ୍ଗକୁ ମହମ୍ମଦ ତୌଫିକ, ବରଜୟା କର୍ପୋରେସନ ବରହାଦର ପ୍ରତିଷ୍ଠାତା ତନ୍ ଶ୍ରୀ ଦାତୋ ସେରି ଭିନ୍ସେଣ୍ଟ ତନ୍ ଚି ୟିଉନ୍, ଖଜାନାହ…

ବ୍ରିଜ୍ ଉପରୁ ଖସି ବସ୍ତି ଉପରେ ପଡିଲା କାର୍, ଅଳ୍ପେକେ ବଞ୍ଚିଗଲେ ଡ୍ରାଇଭର

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ବର ଶିଶୁ ଭବନ ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା କାର । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାର । ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ସକାଳୁ ସକାଳୁ ଘଟିଛି…

କୋଟିଏ ଟଙ୍କାର ନୀଳ ଜହର, ଜଙ୍ଗଲ ଭିତରୁ ଜବତ ହେଲା ୫୪ଟି ବ୍ୟାଗ୍

କୋଟିଏ ଟଙ୍କାର ନୀଳ ଜହର । ଜଙ୍ଗଲ ଭିତରୁ ଜବତ ହେଲା ୫୪ଟି ବ୍ୟାଗ୍ । କାଲିମେଳା ପୋଲିସକୁ ମିଳିଛି ବଡ଼ ସଫଳତା । ଭେଜାଙ୍ଗିୱାଡା ଅଞ୍ଚଳରେ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବାନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଜବତ ହୋଇଥିଲା ୧୨ କ୍ୱିଣ୍ଟାଲ ଗଞ୍ଜେଇ…

ଇନ୍ଦ୍ରାବତୀ ଜଳଭଣ୍ଡାର ଅବବାହିକାରେ ନିର୍ମାଣାଧୀନ ପୋଲର ଅଗ୍ରଗତି ମାଗିଲେ ମୁଖ୍ୟଯନ୍ତ୍ରୀ

ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୬ହଜାର ପରିବାର ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ବିସ୍ଥାପିତ। ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିନିକୋଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ଖଣ୍ଡଗାଁ ଜଳଭଣ୍ଡାର ଅପରପାର୍ଶ୍ଵରେ…