Odia News Portal
Yearly Archives

2026

ଓଡ଼ିଶା ଚନ୍ଦନରେ ବାସନା ନାହିଁ: ଚନ୍ଦନ ଗଛ ପାଇଁ ସୁହାଉନି ମାଟି ଓ ଜଳବାୟୁ

ଓଡ଼ିଶା ଚନ୍ଦନ କାଠରେ ବାସ୍ନା ନାହିଁ। ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଜଙ୍ଗଲଗୁଡ଼ିକରେ ଥିବା ଚନ୍ଦନ କାଠରୁ ଯେଉଁଭଳି ବାସ୍ନା ହେଉଛି ତାହା ଓଡ଼ିଶାରେ ଥିବା ଚନ୍ଦନ ଗଛରେ ଉପଲବ୍ଧ ହେଉ ନାହିଁ। ଭଲ ବାସ୍ନା ନ ଥିବାରୁ ତାହାର ବଜାର ମୂଲ୍ୟ ମଧ୍ୟ କମ୍‌ ରହୁଛି। ଯେତେବେଳେ କି…

ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ, ଦଳବିରୋଧ କାର୍ଯ୍ୟ ପାଇଁ ନିଲମ୍ବିତ

ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା ।…

ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଗୁଳ୍ମ, ଚିକିତ୍ସା କ୍ଷେତ୍ରରେ ବିଶ୍ୱକୁ ଦେବ ନୂଆ ଦିଗ

ମୟୂରଭଞ୍ଜରୁ ବଡ଼ ଖବର । ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଗୁଣ! ଥିବା ବୃକ୍ଷଲତା। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୮ ପ୍ରଜାତିର ‘ଲାଇକେନ୍’ ଚିହ୍ନଟ ହୋଇଛି । ବିଶ୍ୱକୁ ଏହା ନୂଆ ଦିଶା ଦେବ । ଭାରତରେ ପ୍ରଥମ ଥର ମିଳିଲା ଏହି ଦୁର୍ଲଭ…

ଖେମିନିଙ୍କ ଅବସ୍ଥା ମାଦୁରୋଙ୍କ ପରି କରିବାକୁ ଥିଲା ଯୋଜନା: ଟ୍ରମ୍ପଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍

ଇରାନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ଇରାନର ଜାତୀୟ ସୁରକ୍ଷା କମିଟିର ଉପାଧ୍ୟକ୍ଷ ମହମୁଦ ନବାଭିଆନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକ ଅଜବ ବାର୍ତ୍ତା ସାର୍ବଜନୀନ କରିଛନ୍ତି। ଶୁକ୍ରବାର ଓମାନରେ ଦୁଇ ଦେଶ ମଧ୍ୟରେ ଆଲୋଚନା…

ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା, ଆତ୍ମସମର୍ପଣ କଲେ ୧୫ ମାଓବାଦୀ

ଭୁଶୁଡୁଛି ଲାଲଗଡ଼। ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା । ଆତ୍ମସମର୍ପଣ କରିଛନ୍ତି ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ । ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏନେଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ…

ସରୁଛି ଅବଧି, ମଣ୍ଡିରୁ ଉଠୁନି ଧାନ: ଟୋକନ୍‌ ଅପେକ୍ଷାରେ ୫ ହଜାର ଚାଷୀ

ଭଦ୍ରକ ଜିଲ୍ଲାରେ ଧାନକିଣାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯେଉଁ ଚାଷୀମାନେ ପ୍ରଥମେ ଟୋକନ୍‌ ପାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଚାଷୀଙ୍କର ଟୋକନ୍‌ ଅବଧି ସରିବାକୁ ଯାଉଛି। ମାତ୍ର, ମଣ୍ଡିରେ ଧାନ ବିକି ପାରିନାହାନ୍ତି। ମଣ୍ଡିରୁ ଧାନ ଉଠୁ ନଥିବାବେଳେ ଧାନ ବିକିଥିବା ୧୧ ହଜାର ଚାଷୀ…

ଆଜିଠୁ ଯଖପୁରା ଷ୍ଟେସନ୍‌ରେ ଅଟକିବନି ୩ ଟ୍ରେନ୍‌

ଖୋର୍ଦ୍ଧାରୋଡ୍‌ ଡିଭିଜନ ଅନ୍ତର୍ଗତ ଯଖପୁରା-ଯାଜପୁରକେନ୍ଦୁଝର ରୋଡ୍‌ ମଧ୍ୟରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ସହ ଯଖପୁରା ଷ୍ଟେସନ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ଟି ଯାତ୍ରୀବାହୀ ଟ୍ରେନ୍‌ ଯଖପୁରା ଷ୍ଟେସନରେ ରହଣି କରିବ ନାହିଁ। ଫେବ୍ରୁଆରି ୭ରୁ ୧୨ ତାରିଖ ମଧ୍ୟରେ…

ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀ ଉଦ୍‌ଯାପିତ: ‘ପ୍ରଯୁକ୍ତିର ଲାଭ ଲୋକଙ୍କୁ ମିଳୁ’

ଆଜି ଆମେ ଏଭଳି ଏକ ସମୟରେ ବଞ୍ଚୁ‌‌ଛେ ଯେତେବେଳେ ପ୍ରଯୁକ୍ତି ଅପ୍ରତ୍ୟାଶିତ ବେଗରେ ଆଗକୁ ବଢ଼ୁଛି। ନୂଆ ନୂଆ ନବସୃଜନ ଏତେ ଶୀଘ୍ର ଆସୁଛି ଯେ ଆମର ବ୍ୟବସ୍ଥା ଏବଂ ବ୍ୟବସାୟ ମଡେଲ୍‌ଗୁଡ଼ିକ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛନ୍ତି। ଅଟୋମେସନ୍‌, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ…

ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲିବେ ମହାମହିମ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଶିମିଳିପାଳ ଗୁଡ଼ଗୁଡ଼ିଆଠାରେ ସ୍ଥାନୀୟ…

ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍‌କ ଦୁଖ ଦୂର ହେଉନି

ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୧୦୫ଗାଁର ୫ହଜାର ୯୮୯ ପରିବାର ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ। ଭିଟାମାଟି ନିଜର ଜୀବନ ଜୀବିକା ହରାଇ ହଇରାଣରେ ରହୁଛନ୍ତି। ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢ଼େଇ କରି ଆସୁଥିଲେ ହେଁ ୩୫ବର୍ଷ ପରେ ବି ଏମାନଙ୍କ ଅଧିକାର…