ବାଣ ଗୋଦାମରେ ଭୟାଵହ ଅଗ୍ନିକାଣ୍ଡ
ବାଲିପାଟଣା ଥାନା ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ସରକାରୀ ସ୍ୱୀକୃତି ପ୍ରାପ୍ତ ବାଣ ଗୋଦାମ ରେ ଭୟଙ୍କର ଅଗ୍ନିକାଣ୍ଡରେ ଘରର ଛାତ ଭାଙ୍ଗି ଯାଇଛି । ଏଥିରେ କେହି ଆହତ ହୋଇ ନ ଥିବା ଜଣା ପଡିଛି । ବାଲିକୁଦା ପାଟଣାର କୁମର ସାହୁ ଓ ତାଙ୍କ ଭାଇମାନେ ମା…
