ଚିଲିକାରେ କଡ଼ା ସୁରକ୍ଷା ନିୟମ, ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ
ଚିଲିକାରେ କଡ଼ା ସୁରକ୍ଷା ନିୟମ । ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ। ମଧ୍ୟପ୍ରଦେଶରେ କ୍ରୁଜ ବୁଡ଼ି ଘଟଣା ପରେ ସମଗ୍ର ଚିଲିକାରେ ଲାଗିଛି କଟକଣା । ବିନା ଲାଇଫ ଜ୍ୟାକେଟରେ ଡ଼ଙ୍ଗା ନେବାକୁ ମନାକରାଯାଇଛି କିନ୍ତୁ କେହି ନିୟମ ମାନୁନାହାନ୍ତି । ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା…
