Odia News Portal
Yearly Archives

2026

ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି…

ଆଜିଠାରୁ ରାଜ୍ୟର ୩୦ ଟି ଜିଲ୍ଲାର ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ମାଟ୍ରିକ ଖାତା ଦେଖା ପାଇଁ ଏହି ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ମୂଲ୍ୟାୟନ ପାଇଁ ବିଭିନ୍ନ ବିଷୟର ପ୍ରାୟ ୧୫ ହଜାର…

ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ

ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଧକା ଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆକି ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ…

ଏପ୍ରିଲ ୧୬ରୁ ଜନଗଣନା

ଏପ୍ରିଲ ୧୬ରୁ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ମେ’ ୧୫ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ମାସ ଧରି ଚାଲିବାକୁ ଥିବା ଜନଗଣନାରେ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହାପୂର୍ବରୁ ଏପ୍ରିଲ ୧ରୁ ୧୫ ମଧ୍ୟ ରାତ୍ରି…

ଏଲ୍‌ଏନ୍‌ଜି ପ୍ଲାଣ୍ଟ୍ ଉପରେ କ୍ଷେପଣାସ୍ତ୍ର ମାଡ଼, ଭାରତର ବଢ଼ିଲା ଚିନ୍ତା

ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ବଢୁଥିବା ବିବାଦ ଆଉ ସାମରିକ ମୋର୍ଚ୍ଚା ପର୍ଯ୍ୟନ୍ତ ସୀମିତ ନାହିଁ। ଏହା ଏବେ ଶକ୍ତି କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ମଧ୍ୟପ୍ରାଚ୍ୟରେ ଏହି ଉତ୍ତେଜନା ଭାରତ ସମେତ ବିଶ୍ୱବ୍ୟାପୀ ପ୍ରଭାବ ପକାଉଛି। ଉପସାଗରୀୟ ଦେଶଗୁଡ଼ିକରେ…

ଆଜି କେମିତି କଟିବ

ମେଷ: ଆପଣଙ୍କୁ ଆଜି ଦିନଟିକୁ ଅତ୍ୟନ୍ତ ସତର୍କତାର ସହିତ ଆଗେଇବାକୁ ପରାମର୍ଶ ଦିଆଯାଉଛି । ଥଣ୍ଡା, କାଶ ଏବଂ ଜ୍ୱର ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଫଳସ୍ୱରୂପ, ଆପଣ କାର୍ଯ୍ୟ କରିବା ପାଇଁ ଆଗ୍ରହ ହରାଇପାରନ୍ତି । ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ଆପଣ କିଛି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ଜଣ ଅଧିକାରୀ ନିଲମ୍ୱିତ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ…

ବଧୂ ସାଜିବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରାହୁଲ ମୋଦିଙ୍କୁ କରିବେ ବିବାହ !

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବିବାହକୁ ନେଇ ଖବରରେ ରହିଛନ୍ତି । ଅନେକ ଦିନ ଧରି ଶ୍ରଦ୍ଧାଙ୍କ ନାଁ ସହିତ ରାଇଟର ରାହୁଲ ମୋଦିଙ୍କ ନାଁ ଯୋଡା ହୋଇଆସୁଅଛି । ଏହି ଖବର ସାମ୍ନାକୁ ଆସିବା ପରେ ଶ୍ରଦ୍ଧାଙ୍କ କନ୍ୟା ବେଶ ଏବଂ ତାଙ୍କ ପୋଷାକ ଦେଖିବାକୁ ଖୁବ୍ ଉତ୍ସାହିତ…

ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ, ପିଶାଚ ପ୍ରେମିକାକୁ ଆଜୀବନ ସଜ୍ଜା

ହତ୍ୟାକାରୀ ପ୍ରେମିକାକୁ ଆଜୀବନ ସଜ୍ଜା । ଲିଭ୍ ଇନରେ ରହି ପ୍ରେମିକକୁ କରିଥିଲା ହତ୍ୟା । ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ। ବିଶ୍ବଜିତ ନାୟକ ହତ୍ୟା ଘଟଣାରେ ପ୍ରେମିକା ଶୁଙ୍କି ରଣାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ। ରାୟ ଶୁଣାଇଛନ୍ତି ଭୁବନେଶ୍ୱର ଦ୍ଵୀତିୟ…

ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ, ଘଟଣାସ୍ଥଳରେ ଡଗ୍ ଓ ବମ୍ ସ୍କ୍ବାଡର ଯାଞ୍ଚ

ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ । ମେଲ୍ ରେ ଦୁର୍ବୃତ୍ତ ଦେଇଛନ୍ତି ବୋମା ଧମକ । ପରୁଣା ପାସ୍ ପୋର୍ଟ ଅଫିସରେ ପହଞ୍ଚି ନୟାପଲ୍ଲୀ ପୋଲିସ ଯାଞ୍ଚ କରିଛି । ଅଫିସ ଭିତରେ ଓ ବାହାରେ ଯାଇ ସର୍ଚ୍ଚ ଅପରେସନ କରିଛନ୍ତି ଟିମ୍ । ବମ୍ ସ୍କ୍ୱାଡ ଓ ଡଗ ସ୍କ୍ୱାଡ ମିଳିତ ଭାବେ…

୨୦ରୁ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି, ସଜେଇ ହେଉଛି ପ୍ରଶାସନିକ ଭବନ ପଡିଆ

୨୦ରୁ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି । ଦୁଲୁକିବ ଯାଜପୁର ସହର । ସଜେଇ ହେଉଛି ପ୍ରଶାସନିକ ଭବନ ପଡିଆ । ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ପୂର୍ବରୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବୈତରଣୀରେ ଆଳତୀ ଓ କୁସୁମା ରାସ୍ତାରେ ପଥ ଉତ୍ସବର ଆୟୋଜନ କରାଯାଉଛି । ଏହା ମାଧ୍ୟମରେ…