Odia News Portal
Yearly Archives

2026

ମାଟ୍ରିକ ରେଜଲ୍ଟ ପାସ ହାର ୯୫.୩୩ ପ୍ରତିଶତ, ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ବୋର୍ଡ ୱେବସାଇଟରେ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ । ଅପରାହ୍ନ ୪ ଟାରେ ବୋର୍ଡର ମୁଖ୍ୟାଳୟରେ ପ୍ରକାଶିତ ହେଲା ଫଳ । ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କଲେ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ଉନ୍ମୋଚନ କଲେ ରେଜଲ୍ଟ ପୁସ୍ତିକା । ମାଟ୍ରିକ ପାସ ହାର 95.33 %…

ଟିଏମସିକୁ ସୁପ୍ରିମ୍ ଝଟକା, ମମତାଙ୍କ ଦାବିକୁ ଗ୍ରହଣ ଗ୍ରହଣ କଲେନି ସୁପ୍ରିମକୋର୍ଟ

ଭୋଟ ଗଣତି ପୂର୍ବରୁ ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗରୁମ ବାହାରେ ରଖିବା ଆବେଦନକୁ ଝଟକା । ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍ ଯୁକ୍ତି ସମ୍ମତ ନୁହେଁ ବୋଲି କହିଛନ୍ତି ।…

ସାଲିଆସାହିରେ ପୁଣି ଉଚ୍ଛେଦ, ବୁଲିଲା ବୁଲଡୋଜର ଓ JCB

ସାଲିଆସାହିରେ ପୁଣି ଉଚ୍ଛେଦ । ବୁଲିଲା ବୁଲଡୋଜର ଓ JCB । ଭଙ୍ଗା ଚାଲିଛି ଗୋଟେ ପରେ ଗୋଟେ ଘର । ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡି ଯାଏଁ ବଡ଼ଧରଣର ଉଚ୍ଛେଦ । ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲିସ…

ଭାରତ ସରକାରଙ୍କ ତରଫରୁ ଆଲର୍ଟ ମେସେଜ୍, ଅମିତ ଶାହଙ୍କ ଉପସ୍ଥିତିରେ କରାଗଲା SACHET ର ଟେଷ୍ଟିଂ

ଆପଣଙ୍କ ମୋବାଇଲକୁ ହଠାତ୍ ଏକ ପପଅପ୍ ମେସେଜ ଆସିଲା, ଆଉ ସାଇରନ କରି ଶବ୍ଦ କଲା । ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ଭାରତ ସରକାରଙ୍କ ତରଫରୁ ପଠାଯାଇଥିବା ଏକ ଆଲର୍ଟ ମେସେଜ । ଏହି ମେସେଜ ଭାରତ ସରକାରଙ୍କ ତରଫରୁ ଆଲର୍ଟ ସର୍ଭିସ ଟେଷ୍ଟିଂ କରାଯାଇଥିଲା । ବିପଦ ସମୟରେ ଏହି ମେସେଜ ଆସିବ ।…

ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ, ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଦହିବରା ଖାଇଲେ, ଅସୁସ୍ଥ ହୋଇଗଲେ । ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ୨୦ ଜଣ ପାଟପୁର ଗାଁର । ଗତକାଲି ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ସେମାନଙ୍କୁ…

ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ଉପଦ୍ରବ, ଗାଁରେ ଘର ଭାଙ୍ଗି ଖାଉଛନ୍ତି ଧାନ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଛନ୍ତି ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ ଘର ଭାଙ୍ଗିବା ସମୟରେ ଘରେ କେହି ନଥିବାରୁ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି…

ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଆସିଲା ଚାଂଚଲ୍ୟକର ଖୁଲାସା । ଝିଆରି ନିବେଦିତାର ପ୍ରେମିକ କାଳୁ ପାଇଁ ସବୁ ନାଟ ହୋଇଛି । ଭରପୁର ଋଣ ଭାରରେ ବୁଡ଼ି ରହିଥିବା କାଳୁ ଟଙ୍କା ସୁଝିବାକୁ ଖୋଜୁଥିଲା ସୁନା ଅଣ୍ଡା ଦିଆ କୁକୁଡ଼ା । ଗୋଟିଏ ଗୁଳିରେ ଦୁଇଟି ଶିକାର ପାଇଁ ଷଡଯନ୍ତ୍ର କରିଥିଲେ…

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ମା’ ମୃତ ଓ ୩ ପୁଅ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ । ୩ ପୁଅ ଗୁରୁତର । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ବଜାରସାହିରେ ଘଟିଛି ହୃଦୟବିଦାରକ ଘଟଣା । ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ମୃତ ମହିଳାଙ୍କ ୩ ପୁଅ ଗୁରୁତର । ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗି ସମ୍ପୂର୍ଣ୍ଣ…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବାର ଆଶା କରାଯାଉଛି। ବାହାରକୁ ବୁଲିବାକୁ ଯିବା କିମ୍ବା ଆପଣଙ୍କ ପ୍ରିୟ ଖାଦ୍ୟ ଉପଭୋଗର ସୂଚନା ରହିଛି। ଆମଦାନୀ-ରପ୍ତାନି କାର୍ଯ୍ୟରେ ଜଡିତ ବ୍ୟବସାୟୀମାନେ ଲାଭ ପାଇବେ। ହଜିଯାଇଥିବା ଜିନିଷ ଫେରି ପାଇବାର ସମ୍ଭାବନା ଅଛି। ଆପଣ ଜଣେ ପ୍ରିୟ…

କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ

ଆଜିଠୁ ଭିତରକନିକା ବନ୍ଦ। କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯାଇଥିବା…