ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବୁ-ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ
ଭବାନୀପାଟଣା: ନିୟମଗିରିର କାଣିଚାଏ କ୍ଷତି ସହବେ ନାହିଁ । ନିୟମଗିରିର ସୁରକ୍ଷା ସେମାନଙ୍କର ଲକ୍ଷ୍ୟ ନୁହେଁ ଧର୍ମ । ଏମିତି ଉଦ୍ଦେଶ୍ୟ ନେଇ ଆଦିବାସୀ ଅଞ୍ଚଳ ନିୟମଗିରିରେ ପାଳିତ ହୋଇଛି ପବିତ୍ର ନିୟମରାଜା ପର୍ବ। ପରମ୍ପରା, ପରିଚୟ ଓ ପ୍ରକୃତି ସୁରକ୍ଷାର ସନ୍ଦେଶ ନେଇ ଏହି ପର୍ବ ପାଳନ…
