Odia News Portal
Yearly Archives

2026

ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା: ଅସ୍ତ୍ରୋପଚାର ବିନା ଶ୍ବାସନଳୀରୁ ବାହାରିଲା ଚକୋଲେଟ୍‌ ଜରି

ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ ଡାକ୍ତରୀ ଟିମ୍‌ ଦ୍ବାରା କଢ଼ାଯିବା ସମ୍ଭବପର ହେଲାନାହିଁ। ଶେଷରେ ଶିଶୁଭବନରେ ପହଞ୍ଚିବା ପରେ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସତର୍କତା

ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବିଭିନ୍ନ ରାଜ୍ୟରେ ଇରାନ୍ ସମର୍ଥକ ଥିବା ମୌଳବାଦୀ ପ୍ରଚାରକମାନେ ଉତ୍ତେଜନା ସୃଷ୍ଟି କଲା ଭଳି ବାର୍ତ୍ତା ଦେଉଛନ୍ତି। ଏହାଦ୍ବାରା ଆଇନଶୃଙ୍ଖଳା ସ୍ଥିତି ରାଜ୍ୟରେ ସୃଷ୍ଟି ହେବାର ଆଶଙ୍କା ରହିଛି। ହିଂସା ଆଶଙ୍କାକୁ ଏଡ଼ାଇବା ପାଇଁ କେନ୍ଦ୍ର ଗୃହ…

ଭୟଙ୍କର ରୂପ ନେଲା ମଧ୍ୟପ୍ରାଚ୍ୟର ମହାସଂଗ୍ରାମ, ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍

ଭୟଙ୍କର ରୂପ ନେଲା ମଧ୍ୟପ୍ରାଚ୍ୟର ମହାସଂଗ୍ରାମ । ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ । ଲେବାନନ୍ ରାଜଧାନୀ ବେରୁଟ ଉପରେ ଭୟଙ୍କର ବୋମାମାଡ଼ କରିଛି ଇସ୍ରାଏଲ । ପ୍ରାୟ ୫୩ ଗାଁ ଏବଂ ସହରରେ ହୋଇଛି ଏହି ବୋମାମାଡ଼ । ଗତ ଏକ ବର୍ଷ ମଧ୍ୟରେ ବେରୁଟ ସହର ଉପରେ ଏହା ପ୍ରଥମ…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ୧୩ ଘଣ୍ଟା ଧରି ଆଖଣ୍ଡଳମଣୀଙ୍କ ସର୍ବସାଧାରଣ ଦର୍ଶନ ଓ ସେବାପୂଜା ବନ୍ଦ

ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭଦ୍ରକ ଜିଲ୍ଲା ଆରଡି ପୀଠର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ପାକ ତ୍ୟାଗଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ସହ ପୂଜାର୍ଚ୍ଚନା ବନ୍ଦ ରହିବ । ଏଥିପାଇଁ ବାବାଙ୍କ…

କାର୍ ସହ ୮୮୦ ବୋତଲ ବିଦେଶୀ ମଦ ଜବତ: ଡ୍ରାଇଭର ଗିରଫ, ବେପାରୀ ଫେରାର

ଦୀର୍ଘ ଦିନ ହେଲା ଜଗତସିଂହପୁର ନୂଆପଡାରେ ଚାଲିଥିବା ଚୋରା ମଦକାରବାର ଗୁମର ଖୋଲିଛି ପୁଲିସ। ଏକା ଥରକେ ୮୮୦ ବୋତଲ ମଦ ଜବତ କରିଛି। ଚାଲାଣରେ ବ୍ୟବହୃତ ସ୍ବିଫ୍ଟ ଡିଜାୟାର କାର(ଓଡି୩୩-୩୫୦୦) ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କାର ଚାଳକ ନୂଆପଡ଼ାର ଚନ୍ଦନ ଓରଫ୍ ଶିବ ପ୍ରସାଦ…

ଶ୍ରୀମନ୍ଦିର ର ଜେଟିପି କର୍ମଚାରୀ ମୋବାଇଲ ର ଲୁଡୁ ଖେଳ ରେ ମତୱାଲା

ପୁରୀ: ଶ୍ରୀମନ୍ଦିର ର ସୁରକ୍ଷା ବିପର୍ଯ୍ୟସ୍ତ । ଲୁଡୁ ଖେଳ ରେ ମତୱାଲା ଜେଟିପି କର୍ମଚାରୀ ।ଜେଟିପି ରକ୍ଷକ ମୋବାଇଲ ର ଲୁଡୁ ଖେଳ ରେ ମସଗୁଲ । ସୂଚନାଯୋଗ୍ୟ କି ରବିବାର ଛୁଟି ଦିନ ରେ ଭକ୍ତଙ୍କ ଜନଗହଳି ବେଶ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏଠି ନିଜ ର କର୍ତ୍ତବ୍ୟ ପାଳନ ରେ ଅବହେଳା କରିଛନ୍ତି ଖୋଦ…

ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓ କ୍ୟାମ୍ପ୍ ଠାବ, ମାଟି ତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ଉଦ୍ଧାର

ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ମାଓକ୍ୟାମ୍ପ ଠାବ । ମେନପୁର ଥାନା ବଡ଼ଗୋବରା ଗାଁ ନିକଟସ୍ଥ ସାପସାଟି ପାହାଡରୁ ଠାବ ହୋଇଛି ମାଓକ୍ୟାମ୍ପ । ମାଟିତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ମଧ୍ଯ ଜବତ ହୋଇଛି । ଗରିଆବନ୍ଧ ଜିଲ୍ଲା ପ୍ରଶାସନ ନିକଟରେ ଆତ୍ମ ସମର୍ପଣ କରିଥିବା…

ଦୁଇଶହ ପିଲାଙ୍କ ପାଇଁ ୪ଟି କୁକୁଡ଼ା, ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ

ଦୁଇଶହ ପିଲାଙ୍କ ପାଇଁ ୪ଟି କୁକୁଡ଼ା । ଚିକେନ୍ ତରକାରୀ ନାଁରେ ଖାଲି ପାଣି । ମାଲକାନଗିରି ସଦର ମହକୁମା ତଣ୍ଡାପାଲି ପଞ୍ଚାୟତର ଏମଭି-୧୬ ନମ୍ବର ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ସୋସିଆଲ…

ରାଜ୍ୟସଭା ରାଜନୀତି: ସନା ଓ ବଦ୍ରିଙ୍କ ଉପରେ ଆଖି

ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବା  ବେଳେ କେନ୍ଦୁଝର ଜିଲ୍ଲାର ଦୁଇ ଚର୍ଚ୍ଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ସନାତନ ମହାକୁଡ଼ଙ୍କ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଏହି ନିର୍ବାଚନ ବଳଶାଳୀ କରାଇବ ନା ଦଳୀୟ ନିଷ୍ପତ୍ତି…

କ୍ଷୁବ୍ଧ ପ୍ରଭାତ ଗର୍ଜିଲେ: ଦିଲ୍ଲୀର ଘରୋଇ ବ୍ୟାଙ୍କରେ ୮୨୬ କୋଟି!

 ଦିଲ୍ଲୀର ଏକ ଘରୋଇ ବ୍ୟାଙ୍କରେ ରହିଛି ବିଜେଡିର ୮୨୬ କୋଟି ଟଙ୍କା। କିନ୍ତୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ବଦଳରେ ଅନ୍ୟ ୩ ଜଣ ସେହି ଆକାଉଣ୍ଟର ପରିଚାଳନା ପାଇଁ ଅଧିକୃତ। ଏଭଳି ନି‌ଷ୍ପତ୍ତି କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନିଆଯାଇଛି? ଦଳର ବରିଷ୍ଠ ନେତାମାନଙ୍କ ସହମତିରେ ଏଭଳି…