ଟିଭିକେକୁ ସମର୍ଥନ କରିବ କଂଗ୍ରେସ, ରାହୁଲଙ୍କୁ ଧନ୍ୟବାଦ ଦେଲେ ବିଜୟ
ତାମିଲନାଡୁରେ କଂଗ୍ରେସର ବଡ ନିଷ୍ପତ୍ତି । ସରକାର ଗଠନ କରିବା ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଦେବ ତାମିଲନାଡୁ କଂଗ୍ରେସ କମିଟି (ଟିଏନସିସି) । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କଂଗ୍ରେସ ପାକ୍ (ପଲିଟିକାଲ ଆଫେୟାର କମିଟି)ର ବୈଠକରେ ଟିଭିକେକୁ ସମର୍ଥନ ଦେବା ପାଇଁ…
