ପାଳିତ ଶୁଆଙ୍କୁ ଭୁଲ୍ ପ୍ରମାଣିତ କଲେ ବିଜେଡି ମୁଖିଆ: ଶ୍ରୀମୟୀ ମିଶ୍ର
ପୁଣି ବିସ୍ଫୋରଣ କଲେ ଶ୍ରୀମୟୀ ମିଶ୍ର। ସେ ନିଜର ସୋସିଆଲ୍ ମିଡିଆପୋଷ୍ଟରେ ଲେଖିଛନ୍ତି, ପାଳିତ ଶୁଆଙ୍କୁ ଭୁଲ୍ ପ୍ରମାଣିତ କଲେ ବିଜେଡି ମୁଖିଆ । ଦୁଇ ବିଧାୟକ ପ୍ରମିଳା ମଲ୍ଲିକ ଓ ଗୌତମବୁଦ୍ଧ ଦାଶ ଏଭଳି କୌଣସି ଟ୍ରଷ୍ଟ ଗଢ଼ା ହୋଇନି ବୋଲି ଡାହା ମିଛ କହିଥିବା ମଧ୍ୟ ପ୍ରମାଣିତ…
