ଟମାଟୋ ଅଭାବୀ ବିକ୍ରି ଦୂର ପାଇଁ ଭାରତ ମସଲାର ପଦକ୍ଷେପ: ୫୦୦ ମେଟ୍ରିକ୍ ଟନ୍ ବିଲାତି ସଂଗ୍ରହ
ଭାରତ ମସଲା କମ୍ପାନି ଟମାଟୋର ଅଭାବୀ ବିକ୍ରିକୁ ଏଡ଼ାଇବା ପାଇଁ ବଡ଼ ପଦକ୍ଷେପ ନେଇଛି। ଟମାଟୋ ମୂଲ୍ୟରେ ହ୍ରାସ ଏବଂ ବିକ୍ରି ହୋଇପାରୁ ନ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓରମାସ୍ ସହାୟତାରେ ଟମାଟୋ କ୍ରୟ ପାଇଁ କମ୍ପାନି ନିଷ୍ପତ୍ତି ନେଇଛି। ଏହା ସହିତ ଦଲାଲଙ୍କ ପ୍ରଭାବରୁ ଚାଷୀଙ୍କୁ…
