Odia News Portal
Yearly Archives

2026

ବାଲି ମାଫିଆଙ୍କ ଘରେ ଇଡି ରେଡ୍ ,ଏକକାଳୀନ ୨ଟି ସ୍ଥାନରେ ୫ ଜଣିଆ ଟିମର ଚଢାଉ ଜାରି

ଗଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗର ଓ ବ୍ରହ୍ମାନଗର ଅଞ୍ଚଳରେ ଚାଲିଛି ରେଡ୍ । ଏକକାଳୀନ ୨ଟି ସ୍ଥାନରେ…

ମହାନଦୀରେ ବିଶାଳକାୟ କୁମ୍ଭୀର, ନଦୀ କୂଳିଆ ଲୋକଙ୍କୁ ପ୍ରବେଶ ଉପରେ ବାରଣ

ମହାନଦୀରେ କୁମ୍ଭୀର । ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ୟାରେଜ ଉପରେ ନାହିଁନଥିବା ଭିଡ଼ । ଏହା ଏକ ଥଣ୍ଟିଆ କୁମ୍ଭୀର ବୋଲି ବନ ବିଭାଗ ଅନୁମାନ କରୁଛି…

ଇସ୍ରାଏଲର ନେଗେଭ୍‌ ମରୁଭୂମିରେ ଭୂମିକମ୍ପ: ଇରାନ ସଙ୍କଟ ମଧ୍ୟରେ ପରମାଣୁ ପରୀକ୍ଷଣ ସନ୍ଦେହ

ଇସ୍ରାଏଲର ନେଗେଭ୍‌ ମରୁଭୂମି ଆଜି ୪.୨ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି। ସକାଳ ୯ଟାରେ ହୋଇଥିବା ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଆଖପାଖ ଅଞ୍ଚଳରେ ଆଲାର୍ମ ବାଜିବାରୁ ଲୋକେ ଘର ଛାଡ଼ି ଦୌଡ଼ିଥିଲେ। ଇରାନ ସହିତ ଇସ୍ରାଏଲର ତିକ୍ତତା ବୃଦ୍ଧି ଭିତରେ…

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ…

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଭିତରେ ମୋବାଇଲ ଭିଡିଓ ଭାଇରାଲ୍ । କଟକଣା ସତ୍ତ୍ୱେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର…

ମହିଳାଙ୍କୁ ପଥରରେ ଛେଚି ହତ୍ୟା, ପୋଖରୀ ନିଟକଟରୁ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ଗଉଡ଼ପଡ଼ା - ଅମଲିପାଲି ମଝି ପୋଖରୀ ନିକଟ ବିଲରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଜଣେ ପଥରରେ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଗୁରୂବାରୀ ମାଝୀ, ଅମଲିପାଲି ଅଞ୍ଚଳରେ ଏକ ଭଡ଼ା ଘରେ ଗୋପାଳ…

ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି , ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ । ଗତକାଲି ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୁଇ ଦିନ…

ଗ୍ରିନ୍‌ଲାଣ୍ଡକୁ ସେନା ପଠାଇବେ ଜର୍ମାନୀ ଓ ଫ୍ରାନ୍ସ

ଗ୍ରିନ୍‌ଲାଣ୍ଡକୁ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ବିରୋଧରେ ୟୁରୋପୀୟ ଦେଶମାନେ ଏକତ୍ରିତ ହେଉଛନ୍ତି। ଗ୍ରିନ୍‌ଲାଣ୍ଡରେ ସମ୍ଭାବ୍ୟ ଆମେରିକୀୟ ସାମରିକ ଦଖଲ ରୋକିବା ପାଇଁ ୟୁରୋପ ପ୍ରସ୍ତୁତି ଆରମ୍ଭ କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ମଧ୍ୟରେ, ଜର୍ମାନୀ…

ଟ୍ରମ୍ପଙ୍କୁ ଜୀବନରେ ମାରିବାକୁ ଧମକ: ଇରାନୀ ଟିଭିରେ ପ୍ରସାରିତ ଏଥର ଟାର୍ଗେଟ ଲକ୍ଷ୍ୟଚ୍ୟୁତ ହେବନାହିଁ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ତେହେରାନରୁ ଏକ ବଡ଼ ଧମକ ଆସିଛି। ଏହି ଧମକ ଇରାନର ସରକାରୀ ଟିଭିରେ ଆସିଛି। ଇରାନର ସରକାରୀ ଟିଭିରେ ପ୍ରସାରିତ ଧମକପୂର୍ଣ୍ଣ ଭିଡିଓରେ ଜୁଲାଇ ୨୦୨୪ରେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର…

ମାଞ୍ଜା ସୂତା ବିକୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଗୁଡି ଉଡାଉଥିବା ମାଞ୍ଜା ସୂତା ପାଇଁ ରାଜଧାନୀର ବିଭିନ୍ନ ଦୋକାନରେ ଚଢାଉ। କ୍ୟାପିଟାଲ ଥାନା ପକ୍ଷରୁ ୟୁନିଟ୍ ୱାନ୍ ହାଟରେ ଚଢାଉ କରାଯାଇଛି।ଗୁଡ଼ି ଉଡ଼ାକୁ ନେଇ କଟକଣା ସହ ମାଞ୍ଜା ସୁତା ବ୍ୟାନ୍ ହୋଇଥିବା ବେଳେ ଯେଉଁମାନେ ଏହା ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ…

ପୋଙ୍ଗଲ ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି, ଉତ୍ସବରେ ସାମିଲ ହୋଇ କଲେ ପୂଜାର୍ଚ୍ଚନା

ଆଜି ଦିଲ୍ଲୀର ପୋଙ୍ଗଲ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗାନଙ୍କ ବାସଭବନରେ ଆୟୋଜନ ହୋଥିଲା । ଉତ୍ସବରେ ସାମିଲ ହେବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିବା ଜଣାପଡିଛି । ମୋଦି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୋ ସେବା ମଧ୍ୟ…