ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼: କୋଚର କାଚ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରବିବାର ଅପରାହ୍ଣରେ ରାଉରକେଲା ରେଳଖଣ୍ଡରେ ଟ୍ରେନ ସଂଖ୍ୟା ୨୦୮୩୬ ବନ୍ଦେ ଭାରତଏକ୍ସପ୍ରେସ୍ ଉପରକୁ କୌଣସି ଦୁର୍ବୃତ୍ତ ଦ୍ୱାରା ପଥରମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି ଦୁର୍ବୃତ୍ତ ଟ୍ରେନ୍ର ସି-୧୩ କୋଚ ଉପରକୁ ପଥରମାଡ଼ କରିଥିଲା। ଯେଉଥିରେ…
