ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା, ଡାଟା ବିଶ୍ଲେଷଣ କରୁଛି ଇସ୍ରୋ
ଇସ୍ରୋର PSLV-C62 ମିଶନ୍ ଫେଲ୍ । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏ ନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ଯ୍ଯାୟରେ ଅନ୍ବେଷାରେ ଯାନ୍ତ୍ରିକ ତ୍ରୁଟି…
