ରାଜଧାନୀ ଆସୁଥିବା ଚାଷୀଙ୍କୁ ଫୁଲନଖରାରୁ ଉଠାଇନେଲା ପୁଲିସ
ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନ ଚାଲିଥିବା ପଦଯାତ୍ରା ଭୁବନେଶ୍ବରରେ ପ୍ରବେଶ କରିବା ପୂର୍ବରୁ ଫୁଲନଖରା ଛକରୁ ପୁଲିସ ଅଟକାଇ ଦେଇଛି। ଏହାସହିତ ସଂଗଠନର କର୍ମକର୍ତ୍ତାଙ୍କୁ ସେଠାରୁ ପୁଲିସ ଉଠାଇ ନେଇଛି। ଏହି ପଦଯାତ୍ରାରେ ସାମିଲ ହୋଇଥିବା ରାଷ୍ଟ୍ରୀୟ…
