ଭଡା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଇନଫୋସିଟି ଥାନା ଅଂଚଳରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଛାତ୍ର ଜଣକ ହେଲେ ଉତ୍ତର ପ୍ରଦେଶର ନିତିକା ତିୱାରୀ ଏବଂ ସେ ଭୁବନେଶ୍ୱରରେ ରହି ପିଲଚଡି ଅଧ୍ୟୟନ କରୁଥିଲେ । ପାରିବାରିକ ବିବାଦରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
Recover your password.
A password will be e-mailed to you.