Odia News Portal

ନାଟମଣ୍ଡପ ଷ୍ଟାଟସ୍ ରିପୋର୍ଟ ଦାଖଲ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସଂପର୍କିତ ମାମଲା । ହଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି । ଆସନ୍ତା ୧୯ରୁ ୨୧ ମଧ୍ୟରେ ବୈଠକ ଡକାଯାଇଥିବା ସୂଚନା । ବୈଠକରେ ବିମ୍ ଡିଜାଇନ୍ ଓ ମରାମତି ପ୍ରଣାଳୀ ଆଲୋଚନା ହେବ । ନାଟମଣ୍ଡପ କାଠ ସିଲିଂ ଭାଙ୍ଗି ଦିଆଯାଉଥିବା ରିପୋର୍ଟରେ ଉଲ୍ଲେଖ । କାଠ ସିଲିଂ ଭାଙ୍ଗି ଜଗନ୍ନାଥ ମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଇଛି । ଜାନୁଆରୀ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।