Odia News Portal

ଦୀଘା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ: ଗଜପତି ମହାରାଜ

ଦୀଘା ଜଗନ୍ନାଥ ମନ୍ଦିର ଜଗନ୍ନାଥ  ଧାମ ନୁହେଁ । ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ  କଲେ  ଗଜପତି  ମହାରାଜା । କହିଲେ, ଜଗନ୍ନାଥ  ଧାମ.   ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର , ଶ୍ରୀକ୍ଷେତ୍ର କୁହାଯାଇ ପାରିବନି । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ  ଗଜପତି ମହାରାଜ ।  ଶ୍ରୀବିଗ୍ରହ  ଦାରୁ ବ୍ୟତୀତ ଅନ୍ୟ କୌମସି ଧାତୁ ବା ଶୀଳାରେ ନିର୍ମାଣ ବାରଣ । ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌମସି  ଜଗନ୍ନାଥ  ମନ୍ଦିରରେ  ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ।  ଶ୍ରୀବିଗ୍ରହଙ୍କୁ  ସମର୍ପିତ ନୈବେଦ୍ୟକୁ  ମହାପ୍ରସାଦ କହିବା ଶାସ୍ତ୍ରସମ୍ମତ ନୁହେଁ ।