ଜୁନ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କୋଟିଆ ପାଇଁ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅଧିକାରୀ । କୋଟିଆ ପାଇଁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଯୋଜନା କରାଯିବ । ସୁପ୍ରିମକୋର୍ଟରେ ମାମଲାର ପୁନଃବିଚାର ଆବେଦନ ହୋଇଛି । କୋଟିଆ ଲୋକେ ଓଡିଶା ସହିତ ଥିଲେ ଓ ରହିବେ ।