ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କୁ ନେଇ ସରଗରମ ନିମାପଡ଼ା ରାଜନୀତି । ନିମାପଡ଼ାର ପୂର୍ବତନ ବିଧାୟକ ସମୀର ଦାସଙ୍କ ପ୍ରତିକ୍ରିୟା ଉପରେ କଡ଼ା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ କହିଛନ୍ତି, ପରିବାରରେ ଯେଉଁ ମାନେ ବଡ଼ ରୁହନ୍ତି ସେମାନଙ୍କର ପିଲାମାନଙ୍କଠୁ ଅଧିକ ଆଶା ରହିଥାଏ ।
ମୁଁ ଭାବୁଛି ଏହା ବିଜେପିକୁ ତୃଣମୂଳ ସ୍ତରରେ ଆହୁରି ମଜଭୁତ କରିବ ବୋଲି କହିଛନ୍ତି ପ୍ରଭାତୀ । ସେ ଆହୁରି କହିଛନ୍ତି, କ’ଣ କାମ ବର୍ଷେ ଭିତରେ ହୋଇଛି ନ ହୋଇଛି ସେଇଟା ଲୋକେ କହିବେ ।