Odia News Portal

ଗଞ୍ଜାମ ବିଜେଡିକୁ ଶକ୍ତ ଝଟକା

ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା । ଗଞ୍ଜାମ  ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବିଜେପିରେ ସାମିଲ ହେଲେ । ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ୱତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ ବି ସାମିଲ ଅଛନ୍ତି । ଛତ୍ରପୁର  ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ  ଉପସ୍ଥିତି ବିଜେପିରେ ମିଶିଲେ ।