Odia News Portal

ହୀରକୁଦର ୨୦ଟି ଗେଟ ଖୋଲିଲା

ବଢୁଛି ହୀରାକୁଦ ଡ୍ୟାମ ଜଳସ୍ତର । ଖୋଲିଲା ଆଉ ୮ଟି ଗେଟ । ବର୍ତ୍ତମାନ ୨୦ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ପାଇଁ ୨୦ଟି ଗେଚ ଦେଇ ଜଳ ନିଷ୍କାସନ ହେଉଛି । ବାମ ପଟରେ ୧୩ ଓ ଡାହାଣ ପଟରେ ୭ଟି ଗେଟ ଖୋଲିଲା ।