Odia News Portal

ସରକାରୀ ଅଫିସରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମନା

ସରକାରୀ  ଅଫିସରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ।  ଏନେଇ ଜଙ୍ଗଲ  ପରିବେଶ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସବୁ ବିଭାଗ ସଚିବଙ୍କ ଚିଠି ।  ସରକାରୀ ବୈଠକ, ସଭାସମିତିରେ ପ୍ଲାଷ୍ଟିକ ଜରି ଲାଗିଥିବା ଫୁଲତୋଡାକୁ ନା ।  ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ ବ୍ୟବହାର ଉପରେ ବି କଟକଣା କରାଯାଇଛି ।