Sign in
Sign in
Recover your password.
A password will be e-mailed to you.
Browsing Category
Slide
ମେକ୍ସିକୋର ମିସ୍ ଆଣ୍ଡ୍ରିଆ ହେଲେ ମିସ୍ ୟୁନିଭର୍ସ
ଚତୁର୍ଥରେ ସନ୍ତୁଷ୍ଟ ହେଲେ ଭାରତୀୟ ପ୍ରତିଯୋଗୀ
ସିଆରପିଏଫ କ୍ୟାମ୍ପକୁ ବିରୋଧରୁ ଉତ୍ତେଜନା , ତିନି ମାଓ ସମର୍ଥକ ମୃତ
ମାଲକାନଗିରି ; ମାଲକାନଗିରି ଜିଲ୍ଲା ସୀମାନ୍ତରାଜ୍ୟ ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ ଘଟିଛି । ସିଲଗର ଗାଁରେ ନବର୍ନିମିତ!-->…
“ମମତା’ ପଞ୍ଜୀକରଣ ଅବଧିକୁ ୭ ମାସକୁ ବୃଦ୍ଧି
.ସମସ୍ତ ଅଙ୍ଗନବାଡି ସେବା ଯୋଗାଇଦେବାକୁ
ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ନିଦେ୍ର୍ଦଶ
.ପ୍ରବାସୀ ମହିଳା ଓ ଶିଶୁଙ୍କ ତୁରନ୍ତ
ପଞ୍ଜୀକରଣ…
ମମତାଙ୍କ ହାଇଡ୍ରାମା: କହିଲେ ମୋତେ ବି ଗିରଫ କର…
* ନାରଦା ସ୍କାମର ତଦନ୍ତରେ ପଶ୍ଚିମବଙ୍ଗର ୨ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ ।
ଆଜିଠୁ ଗଞ୍ଜାମରେ ଘରକୁ ଘର ଟିକାକରଣ ପ୍ରକ୍ରିୟା
ଗଞ୍ଜାମ: ଆଜି ଠାରୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଟିକାକରଣ ପ୍ରକ୍ରିୟା ।ତେବେ ଏହି ସୁବିଧା କେବଳ ବିଏମସି ଅଞ୍ଚଳରେ ହିଁ!-->…
ସଂକ୍ରମଣ ଭିତରେ ଖୁସି ଖବର: କରୋନାକୁ ମାତ୍ ଦେବ ‘୨-ଡିଜି’
ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆସିଛି ଆଉ ଏକ ଖୁସି ଖବର। ସୋମବାର ବଜାରକୁ ଆସିଛି ଡିଆରଡିଓ ଦ୍ବାରା!-->…
ଜାଣନ୍ତୁ ମେ ୧୭ର ଆପଣଙ୍କ ବୈବାହିକ ଓ ଲଭ୍ ରାଶିଫଳ
ଭୁବନେଶ୍ବର: ମେ ୧୭, ୨୦୨୧ ର ଆପଣଙ୍କ ଦୈନନ୍ଦିନ ପ୍ରେମ ରାଶିଫଳ ଚନ୍ଦ୍ରର ଗଣନା ଉପରେ ଆଧାରିତ | ପ୍ରେମ ରାଶିଫଳ ମାଧ୍ୟମରେ ଆପଣ ଆପଣଙ୍କର!-->…
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶାସକ ବିରୋଧୀ ବୈଠକ ।ସୋମବାର ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ!-->…
କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ ନିର୍ଦ୍ଦେଶ
*ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ ।
