Sign in
Sign in
Recover your password.
A password will be e-mailed to you.
Browsing Category
Slide
କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ
ନୂଆଦିଲ୍ଲୀ: ଜିଏସଟି ପରିଷଦ କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର!-->…
ମମତାଙ୍କ ଉପରେ ବର୍ଷିଲେ ରାଜନାଥ: କହିଲେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଘୂର୍ଣ୍ଣିବଳୟ ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ବଙ୍ଗଳା ଗସ୍ତରେ ଆସିଥିବା!-->…
ମମତାଙ୍କ ଗଡ଼ରେ ମୋଦୀଙ୍କ ଅଧଘଣ୍ଟା ଅପେକ୍ଷା
କୋଲକାତା: ପଶ୍ଚିମବଙ୍ଗରେ ବାତ୍ୟା ୟାସ୍ରେ ଘଟିଥିବା କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତିି ପ୍ରଧାନମନ୍ତ୍ରୀ ।ତେବେ ଏହି ବୈଠକକୁ ମମତା!-->…
ମାନବିକତାର ପ୍ରକୃତ ଧର୍ମ ନିଭାଇଲେ ନବୀନ
ଜାତୀୟ ବିପତ୍ତିରେ ବାତ୍ୟା ସାହାଯ୍ୟ ମାଗି ଦେଶର ବୋଝ ବଢାଇବାକୁ ଚାହେଁନି ଓଡିଶା,
ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା
.ବାତ୍ୟା ୟାସ୍ ପାଇଁ ମୋଟ୍ ହଜାରେ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
.ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା
.…
କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଅ।ର୍ଥିକ ସହାୟତା ପ୍ରଦାନ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ!-->…
ୟାସ୍ ପ୍ରଭାବିତ ଜିଲ୍ଲାରେ ପାଇପ ଜଳଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ
ଯୁଦ୍ଧକାଳନୀ ଭିତ୍ତିରେ ·ଲିଛି ଜଳଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ
କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ
ମାଲକାନଗିରି : ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍!-->…