Odia News Portal

ଇଡି ହାତରେ କୋଟିଏ ଟଙ୍କାର ସୁନା

ଇଡି ହାତରେ କୋଟିଏ ଟଙ୍କାର ସୁନା । ଠକେଇ ମାମଲାରେ ୨ ବିଲଡରଙ୍କ ଘରେ ଇଡ ର ଚଢାଉ । ୨୫ କୋଟି ବ୍ୟାଙ୍କ ରଣ ଠକେଇ ମାମଲା । ଗତ ୧୮ ତାରିଖରେ ଠକେଇ ମାମଲାରେ ଇଡିର ରେଡ ହୋଇଥିଲା ।